Latest Odisha News

BREAKING NEWS

ଫିକା ପଡିପାରେ ଦଶହରା : ଅବପାତର ରୂପ ନେଲା ଲଘୁଚାପ; ୨୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ

ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି । ବର୍ତ୍ତମାନ ପାରଦୀପଠାରୁ ଦକ୍ଷିଣରେ ୬୧୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବାର ସମ୍ଭାବନା ରହିଛି । ମଧ୍ୟାହ୍ନଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ…

ଚାଲିଛି ପୂଜା , ଲାଗୁଛି ଗହଳି : ଶକ୍ତିପୀଠରେ ଆଜି ମହାନବମୀ, ମଣ୍ଡପରେ ମହାଷ୍ଟମୀ ପୂଜା; ଭକ୍ତିମୟ ପରିବେଶରେ ଚାଲିଛି…

ଭୁବନେଶ୍ବର: ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଜଗତଜନନୀ ଦୁର୍ଗା । ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଶକ୍ତିପୀଠରେ ଆଜି ମହାନବମୀ ପୁଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହାଷ୍ଟମୀ ପୂଜା । ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ମହାଷ୍ଟମୀ ପୂଜା କରିବା…

ବିପଜ୍ଜନକ ସ୍ତରରେ ପହଞ୍ଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ, ଲାଗୁ ହେଲା ଜିଆରଏପି- ୨

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ଅତି ଖରାପ ଶ୍ରେଣୀରେ ପହଞ୍ଚିଛି । ଆଜି ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୮ ଏକ୍ୟୁଆଇ (AQI) ରହିଛି । ଯାହା 'ଅତି ଖରାପ' ଶ୍ରେଣିରେ ରହିଛି । କୁହାଯାଉଛି ଯେ, ଅକ୍ଟୋବର ୨୩ ଏବଂ ୨୪ରେ, ଏହା ଖରାପରୁ…

ରମାଦେବୀ ଯୁକ୍ତ ୨ ହଷ୍ଟେଲରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ, ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ

ଭୁବନେଶ୍ୱର: ରମାଦେବୀରେ ରାଗିଂ ହୋଇଥିବା ଅଭିଯୋଗ ଆସିଛି। ଅଭିଯୋଗ ଆଣିଛନ୍ତି ଯୁକ୍ତ ୨ ହଷ୍ଟେଲ ଛାତ୍ରୀ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଲା ଗଣଶିକ୍ଷା ବିଭାଗ। ସେପଟେ ଅଭିଯୋଗକୁ ଖଣ୍ଡନ କଲେ ଅଧ୍ୟକ୍ଷା। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ,…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନନ୍ଦନକାନନରେ ହ୍ୱାଟସଆପ୍ ଜରିଆରେ ଟିକେଟ ବୁକ୍ କରିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଏଣିକି ନନ୍ଦନକାନନ ଗଲେ ଆଉ ଧାଡିରେ ଛିଡା ହେବାକୁ ପଡିବନି। କାରଣ ଏବେଠାରୁ ଆରମ୍ଭ ହୋଇଯାଇଛି ଡିଜିଟାଲ୍ ବୁକିଂ। ତାହା ପୁଣି ଗୋଟିଏ ମିନିଟରେ। ହ୍ବାଟସ୍ ଆପ୍ ଜରିଆରେ ଟିକେଟ କାଟିପାରିବେ ପର୍ଯ୍ୟଟକ। ଶନିବାର ଏକ କାର୍ଯ୍ୟକ୍ରମରେ ଅନଲାଇନ୍…

ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଉତ୍ତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ଉତ୍ତରପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ତାଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ…

ଏଲଆଇସି ପୁନଃ ଆରମ୍ଭ କରୁଛି ଏହି ପଲିସି, ମିଳିବ 30 ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ ଲାଇଫ ଇନସୁରାନ୍ସ କର୍ପୋରେସନ (LIC) ବନ୍ଦ ରହିଥିବା ତା'ର ଏକ ପଲିସି ଲାପ୍ସଡ ପଲିସି (Lapsed Policy) କୁ ପୁନଃ ଆରମ୍ଭ କରିବାକୁ ଏକ ଅଭିଯାନ ଆରମ୍ଭ କରିଛି । ଏହା ମାଧ୍ୟମରେ, ଏଲଆଇସି ପ୍ରିମିୟମ ନଦେବାରୁ ବନ୍ଦ ହୋଇଯାଇଥିବା ପଲିସିକୁ ପୁନଃ…

ନୌସେନା ଜାହାଜରେ କ୍ରିୟୁ ମେମ୍ବର ଅସୁସ୍ଥ, ପାରାଦୀପ ବନ୍ଦରରେ ଆଇଏନଏସ ଦର୍ଶକର ଏମର୍ଜେନ୍ସି ବାର୍ଥିଂ

ଜଗତସିଂହପୁର: ପାରାଦୀପ ବନ୍ଦରରେ ନୌସେନା ଜାହାଜର ଏମର୍ଜେନ୍ସି ବାର୍ଥିଂ ହୋଇଛି। ସୂଚନାନୁସାରେ, ଭାରତୀୟ ନୌସେନାର ସର୍ବେ ସିପ୍, ଆଇଏନଏସ ଦର୍ଶକରେ ଥିବା ଜଣେ କ୍ରିୟୁ ସଦସ୍ୟଙ୍କର ଦେହ ଅସୁସ୍ଥ ହେବାରୁ ଜରୁରୀକାଳୀନ ବାର୍ଥିଂ ହୋଇଥିବା ସୂଚନା ରହିଛି। ପାରାଦୀପ ବନ୍ଦରର ଏମପିଭି ବାର୍ଥରେ…

ବିଶ୍ୱକପରେ ଇଂଲଣ୍ଡର ବୃହତ ପରାଜୟ

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଶନିବାର ଦକ୍ଷିଣ ଆଫ୍ରିକା ୨୨୯ ରନରେ ଶୋଚନୀୟ ଭାବେ ଇଂଲଣ୍ଡକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ହେନରିକ କ୍ଲାସେନଙ୍କ ଶତକ ବଳରେ ଇଂଲଣ୍ଡ ସମ୍ମୁଖରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୨…

ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କି ? ଠକାମିରୁ ବଞ୍ଚିବାକୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଥାଏ ତେବେ ଚିନ୍ତା କରନ୍ତୁ ନାହିଁ । ଅତି ସହଜରେ ଆପଣ ଆଉଗୋଟେ ପ୍ୟାନ କାର୍ଡ ତିଆରି କରିପାରିବେ । ଏହା ସହିତ ପ୍ୟାନ କାର୍ଡ ହଜିଗଲେ କୌଣସି ଫର୍ଜରିରୁ ବଞ୍ଚିବା ପାଇଁ ଥାନାରେ ଏଫଆଇଆର ମଧ୍ୟ ଦେଇପାରିବେ । ନିଶ୍ଚିତ ଭାବେ ଆପଣ ଏପରି ମାମଲା…