ବ୍ରାଜିଲରେ ସପ୍ତାହରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ବ୍ରାଜିଲର ଆମାଜନ ଅଂଚଳରେ ଏବେ ଭୟଙ୍କର ମରୁଡି ପରିଲକ୍ଷିତ ହେଉଛି । ଏଠାକାର ପୋଖରୀ ଏବଂ ହ୍ରଦ ପାଣିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁ ସାରିଛି । ସବୁଠାରୁ ଦୁଃଖର କଥା ସପ୍ତାହକ ମଧ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ଡଲଫିନଙ୍କ ମୃତ୍ୟୁ ଘଟିଛି । ବୈଜ୍ଞାନିକମାନେ ଏ ନେଇ ଚିନ୍ତା ବ୍ୟକ୍ତ…