ବଢ଼ି ଚାଲିଛି ଧଳାଜହର କାରବାର, ମନ୍ତ୍ରୀ କହିଲେ ୪ ବର୍ଷରେ ୮ ଗୁଣ ଅଧିକ ଜବତ
ଭୁବନେଶ୍ୱର: ବ୍ରାଉନ୍ସୁଗାର ଜବତ ପରିମାଣ ୪ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି ବୋଲି ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ବିଭାଗଠୁ ଆରମ୍ଭ କରି ଏନସିବି ଟିମ୍ ଉପସ୍ଥିତ ଥିବା ସତ୍ବେ…