Latest Odisha News

BREAKING NEWS

ଡେଙ୍ଗୁରେ ପ୍ରାଣ ହରାଇଲେ କ୍ଷତିପୂରଣ ଦେବାକୁ କୌଣସି ବ୍ୟବସ୍ଥା ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏହି ରୋଗରେ ଆକ୍ରାନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ସୋମବାର ବିଧାନସଭାରେ ବିଧାୟକ…

ବିପର୍ଯ୍ୟସ୍ତ ଜାତୀୟ ରାଜପଥ କଥା ଉଠାଇଲା ବିଜେଡି, ବିଜେପି କହିଲା କେଉଁ ଆଧାରରେ କେନ୍ଦ୍ରକୁ ୧୦ରୁ ୮ ଦେଲେ…

ଭୁବନେଶ୍ୱର: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ମୋଦୀ ସରକାରକୁ ୧୦ରୁ ୮ ମାର୍କ ଦେଇଛନ୍ତି। ଅନ୍ୟପଟେ ତାଙ୍କ ଦଳର ବିଧାୟକ ବିରୋଧୀ ବିଜେପିକୁ କାଉଣ୍ଟର କରିବାକୁ ଯାଇ ୫୫ ନମ୍ବର ଜାତୀୟ ରାଜପଥର ବିପର୍ଯ୍ୟୟ କଥା ଦୋହରାଇଛନ୍ତି। ଯାହା କଟକରୁ ସମ୍ବଲପୁରକୁ ସଂଯୋଗ…

ସେପ୍ଟମ୍ବର ୨୮ରେ ମଧ୍ୟ ରିଲିଜ ନ ହୋଇପାରେ ପ୍ରଭାସଙ୍କ ସାଲାର

ମୁମ୍ବାଇ: ବାହୂବଳୀ ପରି ସୁପରହିଟ ଫିଲ୍ମ ଦେବା ପରେ ପ୍ରଭାସଙ୍କ ୨ଟି ବିଗ ବଜେଟ ଫିଲ୍ମ ଫ୍ଲପ ହୋଇଯାଇଛି । ସେଥିପାଇଁ ତାଙ୍କର ଆଗାମୀ ଫିଲ୍ମ ସାଲାର ଉପରେ ସମସ୍ତଙ୍କ ନଜର ରହିଛି । ଏହା ସମ୍ପୂର୍ଣ୍ଣ ଭାବେ ଆକ୍ସନ ଫିଲ୍ମ । କେଜିଏଫ ଫେମ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ଦ୍ୱାରା ଏହି ଫିଲ୍ମର…

ମାହାଙ୍ଗା ଡବଲ ମର୍ଡର: କୋର୍ଟଙ୍କ ନିର୍ଦ୍ଦେଶ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲିବ

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢ଼ିଲା ବିଜେଡିର ବରିଷ୍ଠ ନେତା ପ୍ରତାପ ଜେନାଙ୍କ ଅଡ଼ୁଆ। ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ମାହାଙ୍ଗା ଡବଲ ମର୍ଡର ମାମଲା ଜାରି ରଖିବାକୁ ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଏକ ପ୍ରାଥମିକ…

ଏହି ରାଜ୍ୟରେ ଅର୍ଗାନ ଡୋନର୍ସଙ୍କୁ ମୃତ୍ୟୁ ପରେ ମିଳିବ ରାଜକୀୟ ସମ୍ମାନ

ମାଡ୍ରାସ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୋମବାର ଏକ ବଡ ଘୋଷଣା କରିଛନ୍ତି । ଆଗକୁ ରାଜ୍ୟର ଅର୍ଗାନ ଡୋନର୍ସଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନରେ କରାଯିବ । ଯେଉଁମାନେ ଅଙ୍ଗଦାନ କରନ୍ତି ସେମାନେ ଅନେକ ବ୍ୟକ୍ତିଙ୍କ ଜୀବନ ବଂଚାଇଥାନ୍ତି । ଏହା ଏକ ବଳିଦାନ ସଦୃଶ…

ପାଇଖାନା ଟାଙ୍କିରେ ଖସି ଦିବ୍ୟାଙ୍ଗ ନାବାଳିକା ମୃତ

ଯାଜପୁର: ପାଇଖାନା ଟାଙ୍କିରେ ଖସିପଡି ଦିବ୍ୟାଙ୍ଗ ନାବାଳିକାର ମୃତ୍ୟୁ। ମୃତକ ଧର୍ମଶାଳା ଥାନା ରାଧାନଗର ଗ୍ରାମର ଅଙ୍କୁର ଚରଣ ନାୟକଙ୍କ ଝିଅ ଅଙ୍କିତା ନାୟକ ବୋଲି ଜଣାପଡିଛି। ସୂଚନା ଅନୁସାରେ ଅଙ୍କିତା ଆଜି ସକାଳେ ଘର ପଛପଟେ ଥିବା ବାଡିରୁ ସାଗ ତୋଳିବାକୁ ଯାଇଥିବା ବେଳେ ପାଇଖାନା ଟାଙ୍କିରେ…

ମୋଦୀ ସରକାରକୁ ନବୀନଙ୍କ ୧୦ରୁ ୮ ମାର୍କ: ୨୦୨୪ ନିର୍ବାଚନ ପୂର୍ବରୁ କାହାର ଲାଭ, କାହାର କ୍ଷତି?

ଭୁବନେଶ୍ୱର: ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ନବଗଠିତ ଇଣ୍ଡିଆ ମେଣ୍ଟ ଅପେକ୍ଷା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏମଡିଏ ମେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସମର୍ଥନ ଦେଉଥିବା ସଙ୍କେତ ଦେଇଛନ୍ତି। ଯାହା ଓଡ଼ିଶାରେ ନିଜ ଦଳ ବିଜେପିକୁ ଶାସକ ବିଜେଡି…

ଆଦିବାସୀଙ୍କ କାହାଣୀ ଲେଖିବେ ଆଦିବାସୀ, ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନ ପାଇବ ଜନଜାତିଙ୍କ ସଂସ୍କୃତି

ଭୁବନେଶ୍ୱର: ଡିଜିଟାଲ୍ ପ୍ଲାଟଫର୍ମରେ ସ୍ଥାନିତ ହେବ ଜନଜାତି ଲେଖକ ଲେଖିକା ମାନଙ୍କ ଦ୍ୱାରା ଅପ୍ରକାଶିତ ପାଣ୍ଡୁଲିପି। ଡିଜିଟାଲ୍ ମାଧ୍ୟମରେ ଡାଉନଲୋଡ୍ କରି ଗବେଷକ ପାଇ ପାରିବେ ଜନଜାତିଙ୍କ ତଥ୍ୟାବଳୀ। ଏବେ ଜନଜାତି ସମାଜ ନିଜେ ନିଜର ପରମ୍ପରା, ସଂସ୍କୃତି, ଅର୍ଥନୀତି, ବିଜ୍ଞାନ, କଳା,…

ପବଜୀ ନିଶାରୁ ମୁକୁଳାଇବା ପାଇଁ ବାପା ଧରାଇଲେ ରାଇଫଲ, ଏବେ ଭାରତ ପାଇଁ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଚଳିତ ଏସିଆନ ଗେମ୍ସରେ ଦିବ୍ୟଂଶ ସିଂ ୧୦ ମିଟର ଏୟାର ରାଇଫଲ ଇଭେଂଟରେ ନୂତନ କୀର୍ତିମାନ ସହ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ୨୦୧୪ରେ ଦିବ୍ୟଂଶ ସର୍ବଦା ପବଜୀ ଖେଳରେ ବ୍ୟସ୍ତ ରହୁଥିଲେ । ଏହା ତାଙ୍କ ପାଇଁ ଏକପ୍ରକାର ନିଶା ପାଲଟି ଯାଇଥିଲା । ତାଙ୍କର ଏହି ନିଶା ଛଡାଇବା ବାପା…

ଆଇସିସି ଦିନିକିଆ ବିଶ୍ୱକପ : ଉଦଘାଟନୀ ମ୍ୟାଚ ପାଇଁ ଘୋଷଣା ହେଲା ଅମ୍ପାୟରଙ୍କ ନାମ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ କ୍ରିକେଟ ଉଦଘାଟନୀ ମ୍ୟାଚ ପାଇଁ ଅମ୍ପାୟରଙ୍କ ନାମ ଘୋଷଣା କରିଛି । ଉଦଘାଟନୀ ମ୍ୟାଚ ୫ ଅକ୍ଟୋରରେ ଖେଳଯିବ । ବିଶ୍ୱକପ ୧୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ…