Latest Odisha News

BREAKING NEWS

ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ପ୍ରସଙ୍ଗ: ସ୍ଥଗିତ ରହିଲା ଅକ୍ଟୋବର ୩ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରା

ପୁରୀ: ଶ୍ରୀମନ୍ଦିର ଚାରିଦୁଆର ଭକ୍ତଙ୍କ ପାଇଁ ଖୋଲିବା ଓ ରତ୍ନଭଣ୍ଡାର ସୁରକ୍ଷା ଦାବି କରି ଅକ୍ଟୋବର ୩ ତାରିଖରେ ଜଗନ୍ନାଥ ସେନା ତରଫରୁ ଓଡିଶା ବନ୍ଦ ଡକରା ପ୍ରସଙ୍ଗ। ସ୍ଥଗିତ ରହିଲା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ଓଡିଶା ବନ୍ଦ। ଗତକାଲି ଜିଲ୍ଲାପାଳଙ୍କ ସହ ଜଗନ୍ନାଥ ସେନାର ଆଲୋଚନା…

କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ: ଏକାସାଙ୍ଗରେ ମାରିଲା ୧୪ କୁକୁଡ଼ା, ଗିଳିଲା ୯

ଅନୁଗୁଳ: କୁକୁଡ଼ା ଫାର୍ମରେ ଅଜଗରର ତାଣ୍ଡବ। ଅନୁଗୁଳ ଜିଲ୍ଲା ବନ୍ତଳା ଅନ୍ତର୍ଗତ ଧୋକୁଟା ଗାଁର ଜନକ ସାହୁଙ୍କ କୁକୁଡ଼ା ଫାର୍ମରେ ୧୪ଟି କୁକୁଡାଙ୍କୁ ମାରି ଖାଇଛି ଅଜଗର। ସୂଚନା ଅନୁସାରେ ଜନକ ସାହୁ ସବୁଦିନ ପରି ସକାଳୁ ନିଜ କୁକୁଡ଼ା ଫାର୍ମରେ କାମ କରିବା ପାଇଁ ଯାଇ ଦେଖନ୍ତି ତ କୁକୁଡ଼ାମାନେ…

ପୋଲିସ ପଛରେ କୁକୁର ଲଗାଇ ଦେଉଛନ୍ତି ଡ୍ରଗ୍ସ ମାଫିଆ

କୋଟ୍ଟାୟମ: ଡ୍ରଗ ମାଫିଆମାନେ ପୋଲିସ ହାତରୁ ବର୍ତିବା ପାଇଁ ଅନେକ ପ୍ରକାରର ଯୋଜନା କରିଥାନ୍ତି । କେରଳରେ ଏବେ ସେମାନଙ୍କ ନୂଆ କୌଶଳ ପଦାରେ ପଡିଛି । ଡ୍ରଗ୍ସ ମାଫିଆମାନେ ସମ୍ପୃକ୍ତ ଅଂଚଳରେ ପୋଲିସ ପ୍ରବେଶ କଲେ ତାଙ୍କୁ ରୋକିବା ଏବଂ ନିଜେ ସତର୍କ ହେବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ…

ସୁଧ ଟଙ୍କା ଦେଇ ପାରିଲେନି ବୋଲି ମହିଳାଙ୍କୁ ନିବସ୍ତ୍ର କରି ପିଟିଲେ, ପରିସ୍ରା ପିଆଇଲେ

ପାଟଣା: ମଣିଷପଣିଆକୁ ଲଜ୍ଜା । ସାମାନ୍ୟ ଟଙ୍କା କେତେଟା ପାଇଁ ମଣିଷ ଏତେ ତଳୁ ଖସି ଯାଇପାରେ ! ଏତେ ନିର୍ଦ୍ଦୟ ଏବଂ ନୃଶଂସ ପାଲଟିଯାଏ ! ବେଶୀ ନୁହେଁ, ମାତ୍ର ୧୫୦୦ ଟଙ୍କା ପାଇଁ ବିହାରରେ ଦେଖିବାକୁ ମିଳିଛି ବର୍ବର କାଣ୍ଡ । ୧୫୦୦ ଟଙ୍କାର ଅତିରିକ୍ତ ସୁଧ ଦେଇ ନ ପାରିବାରୁ ଜଣେ ମହିଳାଙ୍କୁ…

ରାଜ୍ୟରେ ଚାଲିଛି ସ୍ୱଚ୍ଛତା ହିଁ ସେବା ଅଭିଯାନ, କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଲକ୍ଷାଧିକ ଲୋକ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ଇତି ମଧ୍ୟରେ ୯ ବର୍ଷ ପୁରିବାକୁ ଯାଉଛି । ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ…

କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଲି ଗଲା ରକ୍ତ ସମ୍ପର୍କ। କ୍ଷଣିକ ରାଗ ପାଇଁ ନିଜ ପୁତୁରାର ରକ୍ତରେ ହୋଲି ଖେଳିଲା କକା। ନୂଆଁଖାଇ ସାରିବା ପରେ ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କକା। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଏଭଳି ଅଭାବନୀୟ…

ଡିଜିଜ ‘ଏକ୍ସ’ କରୋନଠାରୁ ବି ଭୟଙ୍କର ମହାମାରୀ: ‘ହୁ’ ଦେଲା ଚେତାବନୀ

 ନୂଆଦିଲ୍ଲୀ: ଯିଏ କରୋନାକୁ ସାମ୍ନା କରିଛି ସେ ଜାଣିଛି ତାର ଭୟବହତା । ସେ ଦିନ..ସେ ଘଟଣା ମନେ ପଡିଗଲେ ଏବେ ଥରିଯାଏ ଦେହ । ସେ ଉଜୁଡ଼ା ପରିବାରକୁ ଦେଖିଲେ ଆଖିରେ ଭରିଯାଏ ଲୁହ । ଗୋଟିଏ ଦୁଃଖ ମନରୁ ନ ଲିଭୁଣୁ ପୁଣି ଡରାଇଲାଣି ଆଉ ଏକ ରୋଗ ‘ଏକ୍ସ’ । ବିଶେଷଜ୍ଞମାନେ ପୁଣି ଏକ ନୂଆ…

ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା, ୫୧,୦୦୦ କର୍ମଚାରୀଙ୍କୁ ମିଳିବ ନିଯୁକ୍ତିପତ୍ର

ନୂଆଦିଲ୍ଲୀ: ଆସନ୍ତାକାଲି ଅନୁଷ୍ଠିତ ହେବ ରୋଜଗାର ମେଳା । ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପାଖାପାଖି ୫୧,୦୦୦ କର୍ମଚାରୀମାନଙ୍କୁ ବାଣ୍ଟିବେ ନିଯୁକ୍ତି ପତ୍ର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ ମାନଙ୍କୁ ସମ୍ବୋଧିତ କରିବେ ।…

ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଜୀବନ

ମହାରାଷ୍ଟ୍ର: ନାସିକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିକି ଯାଉଥିବାବେଳେ ପଛରୁ ପିଟିଲା ଦୃତ ଗତିରେ ଆସୁଥିବା ଏକ କାର । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ୨ ଗୁରୁତରଙ୍କୁ ମେଡିକାଲରେ…

ଦେଶରେ ପ୍ରଥମ: ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଲେ ଦିବ୍ୟାଙ୍ଗ ସାରା

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ଦିବ୍ୟାଙ୍ଗ ଓକିଲ ସୁପ୍ରିମକୋର୍ଟରେ ସାଙ୍କେତିକ ଭାଷାରେ କେସ୍ ଲଢି ଇତିହାସ ରଚିଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ଯେତେବେଳେ ଭର୍ଚୁଆଲ ଶୁଣାଣି ସମୟରେ ସେହି ଓକିଲଙ୍କ ଅନୁବାଦକଙ୍କୁ ଅନସ୍କ୍ରିନ୍ ସ୍ଥାନ ଦେବାକୁ…