Latest Odisha News

BREAKING NEWS

ବାଚସ୍ପତି ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ଓଡ଼ିଶା ବିଧାନସଭାରେ ଇତିହାସ ସୃଷ୍ଟି ହେବାକୁ ଯାଉଛି  । ପ୍ରଥମଥର ପାଇଁ ଜଣେ ମହିଳା ବାଚସ୍ପତି ହେବାକୁ ଯାଉଛନ୍ତି  । ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି  ।…

ଆମ୍ରି ହସ୍ପିଟାଲର ୮୪ ପ୍ରତିଶତ ଅଂଶଧନ କିିଣିଲା ମଣିପାଲ ହସ୍ପିଟାଲ

ଭୁବନେଶ୍ୱର: ଭାରତୀୟ ହସ୍ପିଟାଲ୍ ଚେନ୍ ଅପରେଟର ମଣିପାଲ ହସ୍ପିଟାଲ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ପୂର୍ବ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ୮୪% ଅଂଶଧନ କିଣିଛି। କୋଲକାତାସ୍ଥିତ ଆମ୍ରି ହସ୍ପିଟାଲ୍ସର ମାଲିକାନା ଏଫଏମସିଜି-ଟୁ-ରିୟଲିଟି କମ୍ପାନି…

ଇସ୍ରୋର ବୈଜ୍ଞାନିକଙ୍କୁ ଠିକ୍ ସମୟରେ ଦରମା ସହିତ ପେନସନ ମିଳୁଛି: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ, ଇସ୍ରୋର ବୈଜ୍ଞାନିକମାନେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ସେମାନଙ୍କୁ କେବଳ ଦରମା ନିୟମିତ ମିଳୁନାହିଁ ବରଂ ଠିକ ସମୟରେ ପେନସନ ମଧ୍ୟ ମିଳୁଛି। ବୁଧବାର ଦିନ ରିଜିଜୁ କହିଛନ୍ତି, ଇସ୍ରୋର ସମସ୍ତ ବୈଜ୍ଞାନିକ ବାରମ୍ବାର କହିଛନ୍ତି ଯେ…

ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା

ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି, ଘରୋଇ ବସ୍ ମାଲିକ ସଙ୍ଘର ସମ୍ପାଦକ…

ପାକିସ୍ତାନୀ ହ୍ୟାକର୍ସଙ୍କ ଟାର୍ଗେଟରେ ଭାରତୀୟ, ଆଣ୍ଡ୍ରଏଡ୍ ୟୁଜର୍ସ ହୋଇଯାଆନ୍ତୁ ସାବଧାନ !

ନୂଆଦିଲ୍ଲୀ: ଟେକ୍ନୋଲଜି ଜରିଆରେ ଦୃତଗତିରେ ଅଗ୍ରସର ହେଉଛି ବିଶ୍ୱ। ହେଲେ ଏହା ଆମ ପାଇଁ ଯେତିକି ଉପକାର ସେତିକି ଅପକାର ମଧ୍ୟ। ଆଜିକାଲି ଉନ୍ନତ ଧରଣର ଟେକ୍ନୋଲଜି ବ୍ୟବହାର କରି ଆମ ସିଷ୍ଟମ ଏବଂ ମୋବାଇ ହ୍ୟାକ କରୁଛନ୍ତି ହ୍ୟାକର। ଏଥିପ୍ରତି ଜନସାଧାରଣ ସତର୍କ ହେବା ଆବଶ୍ୟକ। ହ୍ୟାକିଂ ଘଟଣା…

ପୁଣିଥରେ ଭାରତ ଗସ୍ତରେ ଆସିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ହୋଇଛି: ଏରିକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ବୈଠକରେ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି ବୁଧବାର ଦିନ ଭାରତରେ ଆମେରିକାର ରାଷ୍ଟ୍ରଦୂତ…

ରାଜ୍ୟର ବିଭିନ୍ନ ସ୍ଥାନରେ ‘ମେରୀ ମାଟି ମେରା ଦେଶ’ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଜାରି

ଭୁବନେଶ୍ୱର: ଦେଶବାସୀଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ଏବଂ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀରମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା 'ମେରୀ ମାଟି ମେରା ଦେଶ' କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ସଫଳତା ପୂର୍ବକ ଗତ ଅଗଷ୍ଟ ୧୫…

୨୬ରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ପ୍ରାଥମିକ ଶିକ୍ଷକ ସଂଘର ଘୋଷଣା

ଭୁବନେଶ୍ୱର: ତିନି ଦଫା ଦାବି ପୂରଣ ଦାବିରେ ଓଡ଼ିଶାର ପ୍ରାଥମିକ ଶିକ୍ଷକମାନେ ବୁଧବାର ଆନ୍ଦୋଳନକୁ ଜୋରଦାର କରିବାକୁ ଘୋଷଣା କରିଛନ୍ତି। ସେପ୍ଟେମ୍ବର ୨୬ ତାରିଖରେ ବିଧାନସଭା ସମ୍ମୁଖରେ ମହାସମାବେଶ କରିବାକୁ ମଧ୍ୟ ଶିକ୍ଷକ ସଂଘ ଘୋଷଣା କରିଛି। ମହାସମାବେଶରେ ପ୍ରାୟ ୧ ଲକ୍ଷ ଶିକ୍ଷକ ଯୋଗ…

ରୋଗୀ ଦେଖିବାକୁ ଆସି ମୋ ବସରୁ ଲୁଟର ଶିକାର ହେଲେ ମହିଳା

ଭୁବନେଶ୍ୱର: ରାଜଧାନୀରେ ବୁଧବାର 'ମୋ ବସ୍'ରେ ଯାତ୍ରା କରୁଥିବା ଜଣେ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଓ ନଗଦ ୬ ହଜାରରୁ ଅଧିକ ଟଙ୍କା ଲୁଟ୍ ହୋଇଛି। କଟକର ୪୨ ମୌଜାର ଅହଲ୍ୟା ଦାସ ନାମକ ଜଣେ ମହିଳା ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭେଟିବାକୁ…

ମୋଦୀଙ୍କ ହ୍ୱାଟସ ଆପ୍ ଚ୍ୟାନେଲର ବଡ଼ ରେକର୍ଡ; ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ

ନୂଆଦିଲ୍ଲୀ: ହ୍ୱାଟସ୍ ଆପର ନୂତନ ଫିଚରରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେ ଦିନକ ପୂର୍ବରୁ ଅର୍ଥାତ୍ ୧୯ ସେପ୍ଟେମ୍ବରରେ ହ୍ୱାଟସ୍ ଆପ୍ ଚ୍ୟାନେଲରେ ଯୋଗ ଦେଇଛନ୍ତି। ଯୋଗ ଦେବାର ଦିନକରେ ଯୋଡ଼ି ହେଲେ ଲକ୍ଷାଧିକ ଫଲୋଅର୍ସ। ଗୋଟିଏ ଦିନରେ ୧୦ ଲକ୍ଷ ଫଲୋଅର୍ସ ଯୋଡି ହେବା ପରେ…