Latest Odisha News

BREAKING NEWS

କବିତା : ମର୍ତ୍ତ୍ୟ

ରାମକୃଷ୍ଣ  କେଉଁଠି ସେ ପକ୍ଷୀର ବସା ମରୁନଦୀର ଶୁଖିଲା ମୁହାଣରେ ନା ଆଗ୍ନେୟଗିରି ଗର୍ଭର ବିପୁଳ ଶୂନ୍ୟସ୍ଥାନରେ ଧୂ ଧୂ ଖରା ଓ ଝଡ଼ ବର୍ଷାର ରାତିରେ ଭୟର ଅରଣ୍ୟ ପାରି ହେବା ବାଘ ପିଠିରେ ମୈଥୁନର ଚିତ୍ର ଆଙ୍କିବା ନିଜକୁ ଚିହ୍ନିବାର କେବଳ ଗୋଟେ ଗୋଟେ ସଙ୍କେତ ଠିକ୍ ବେଳରେ…

ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ : ଆଜି ହେବ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା

ଦିଲ୍ଲୀ : ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ  । ଏ ନେଇ  ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାରୁ ସେ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସନ୍ଧ୍ୟା ୭ଟା ବେଳେ ସେ ଦିଲ୍ଲୀରେ ପହଞ୍ଚିବେ । ବାଇଡେନଙ୍କୁ ସ୍ବାଗତ ପାଇଁ ବିରାଟ…

ବିଶ୍ୱକପକୁ ନେଇ ଚର୍ଚ୍ଚା ବଢ଼ାଇଲା ଯୁବରାଜଙ୍କ ଚିନ୍ତା: ସେହୱାଗ୍ ଓ ସୌରଭ ଗାଙ୍ଗୁଲି କଲେ ଆଲୋଚନା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୩ ଏସିଆ କପରେ ବ୍ୟସ୍ତ ଅଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପଡ଼ିବ, ଯାହାକୁ ନେଇ ଟିମ୍ ଇଣ୍ଡିଆର ଘୋଷଣା ମଧ୍ୟ ହୋଇସାରିଛି। ବିଶ୍ବକପକୁ ଆଉ ମାତ୍ର…

ମୁକ୍ତା ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ୧୧୫ ପୌରସଂସ୍ଥାରେ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ଅଧିନରେ ପ୍ରତିଷ୍ଠା ହୋଇଥିବା ୫ହଜାରରୁ ଅଧିକ ପ୍ରକଳ୍ପର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ଶାରଦା ପ୍ରସାଦ ପଣ୍ଡା ଏହି ମର୍ମରେ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର: ପୁରସ୍କାର ଉପରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ଆଲୋଚନା

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି । ଗତ ୩୧ ତାରିଖଠୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।…

ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇଙ୍କ ପରଲୋକ ହୋଇଛି। ଦୁଇ ଦିନ ତଳେ ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି କିନ୍ତୁ ସଂଧ୍ଯାରେ ତାଙ୍କର ରାଜଧାନୀ ସ୍ଥିତ କେୟାର ହସ୍ପିଟାଲରେ ପରଲୋକ ଘଟିଛି। ରାଜନୀତିରେ ପାଦ ଥାପିବା ପୂର୍ବରୁ…

ଛୋଟ ଛୁଆ ଭାଇରାଲ ଜ୍ୱରରେ ଆକ୍ରାନ୍ତ, ପ୍ରତିଦିନ କ୍ଯାପିଟାଲ ହସ୍ପିଟାଲ ଆସୁଛନ୍ତି ୫୦୦!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଭାଇରାଲ୍ ଜ୍ୱରର ପ୍ରକୋପ ଦେଖାଦେଇଛି। ପ୍ରତିଦିନ ପ୍ରାୟ ୫୦୦ ଶିଶୁ ଜ୍ୱରର ଲକ୍ଷଣ ନେଇ ସହରର ବିଭିନ୍ନ ଡାକ୍ତରଖାନାକୁ ଆସୁଛନ୍ତି। ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏବେ ଭାଇରାଲ୍ ଜ୍ୱରରେ ଆକ୍ରାନ୍ତ ଶିଶୁଙ୍କ ଲମ୍ବା ଧାଡ଼ି ଦେଖିବାକୁ…

ମନ୍ତ୍ରୀ ପଦ ନପାଇବାରୁ ବିଧାୟକ ବ୍ଲାକମେଲିଂ କରୁଛନ୍ତି କହିଲେ ଅରୁଣ, ସୌମ୍ୟ କହିଲେ ଛାତିରେ ହାତ ରଖି ଆତ୍ମସମୀକ୍ଷା…

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବିଧାୟକ ଅରୁଣ ସାହୁ ନିଜ ଦଳୀୟ ସହଯୋଗୀ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଉପରେ ବର୍ଷିବା ସହ ତାଙ୍କୁ କେବଳ ନିଜର ସ୍ୱାର୍ଥ ସାଧନ ପାଇଁ ଆଗ୍ରହୀ ବ୍ୟକ୍ତି ବୋଲି କହିଛନ୍ତି। ଅରୁଣ ସାହୁ କହିଛନ୍ତି ଯେ ସୌମ୍ୟ ପଟ୍ଟନାୟକ…

ରାଜଧାନୀରେ ଭଙ୍ଗାରୁଜା ଓ ପୁଲିସକୁ ଆକ୍ରମଣ କରି ୧୬ ପିନ୍ଧିଲେ ହାତକଡି

ଭୁବନେଶ୍ୱର: ରାଜଧାନୀରେ ଦୁଇଟି ପୃଥକ ଘଟଣାରେ ପୁଲିସ ଆକ୍ରମଣ ଓ ଭଙ୍ଗାରୁଜା ଅଭିଯୋଗରେ ୧୬ ଜଣଙ୍କୁ ଗିରଫ କରିଛି। କମିସନରେଟ୍ ପୁଲିସର ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧ ଓ ୨ ତାରିଖରେ ଅଭିଯୁକ୍ତମାନେ ସହରର ପଦ୍ମକେଶରୀପୁରରେ ଦୁଇଟି ଘର ଭାଙ୍ଗିଥିଲେ। ଉଭୟଙ୍କ ଘରୁ ଜିନିଷପତ୍ର ବାହାରକୁ…

ଘର ନିର୍ମାଣ ନାଁରେ ନକଲି ଅନୁମୋଦନ, ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷର ତିନି ଅଧିକାରୀ ଗିରଫ

ସମ୍ବଲପୁର: ୨ ଲକ୍ଷରୁ ଅଧିକ ଟଙ୍କା ନେବା ପରେ ଜଣେ ବ୍ୟକ୍ତିଙ୍କୁ ନକଲି ବିଲଡିଂ ପ୍ଲାନ୍ ଅନୁମୋଦନ ଦେବା ଅଭିଯୋଗରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷ (ଏସଡିଏ)ର ଜଣେ ପ୍ଲାନ୍ ମେମ୍ବର ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଏସଡିଏର ପ୍ଲାନିଂ ମେମ୍ବର ବନ୍ଦିତା…