ଇଂଲଣ୍ଡ କାଂଉଟି ଟିମ ୟର୍କଶାୟରକୁ କିଣିପାରେ ରାଜସ୍ଥାନ ରୟାଲ୍ସ
ନୂଆଦିଲ୍ଲୀ: ଆଇପିଏଲର ରାଜସ୍ଥାନ ରୟାଲ୍ସ ଟିମ ଇଂଲଣ୍ଡର କାଂଉଟି ଟିମ ୟର୍କଶାୟରକୁ କିଣିପାରେ । ରାଜସ୍ଥାନ ଟିମ ଏଥିପାଇଁ ୨୬୦ କୋଟି ଟଙ୍କା ଦେବା ପାଇଁ ରାଜି ହୋଇଛି । ରିପୋର୍ଟ ଅନୁସାରେ କ୍ଲବ ଏହି ଡିଲକୁ ଗ୍ରହଣ କରିବା ପାଇଁ ଏକପ୍ରକାର ରାଜି ହୋଇଯାଇଛି । ରାଜସ୍ଥାନ ରୟାଲ୍ସର ଅର୍ଥରେ…