୯ ଲକ୍ଷ ବର୍ଷ ତଳେ ପୃଥିବୀରେ ବଂଚି ରହିଥିଲେ ମାତ୍ର ୧୨୮୦ ଲୋକ
ନ୍ୟୁୟର୍କ:ଆଜିଠାରୁ ୯ ଲକ୍ଷ ବର୍ଷ ତଳେ ପୃଥିବୀପୃଷ୍ଠରେ ମାତ୍ର ୧୨୮୦ ଲୋକ ବଂଚି ରହିଥିଲେ । ଏହା ପୂର୍ବରୁ ପାଖାପାଖି ୯୮ ହଜାର ଲୋକ ବାସ କରୁଥିଲେ । ପାଣିପାଗରେ ଆକସ୍ମିକ ପରିବର୍ତନ ଯୋଗୁ ଲୋକଙ୍କ ମୃତ୍ୟୁ ଘଟିବାକୁ ଲାଗିଲା । ଏହି ସ୍ଥିତିକୁ ବଟଲନେକ କୁହାଯାଏ । ପ୍ରାୟ ୧ ଲକ୍ଷ ୧୭ ହଜାର…