‘ଜି ୨୦ ଇଣ୍ଡିଆ’ ଆପ୍ ଡାଉନଲୋଡ କରିବାକୁ ମୋଦୀଙ୍କ ପରାମର୍ଶ
ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀ ସହିତ ଜଡିତ ସମସ୍ତ ସୂଚନା ବର୍ତ୍ତମାନ ମୋବାଇଲ୍ ଆପରେ ସହଜରେ ଉପଲବ୍ଧ ହେବ। ଏଥିଲାଗି ଭାରତ ସରକାରଙ୍କ ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ଏହି ମୋବାଇଲ ଆପ୍ଲିକେସନର ନାମ ‘ଜି ୨୦ ଇଣ୍ଡିଆ’ ରଖାଯାଇଛି। ଜି-୨୦ ଶିଖର ସମ୍ମିଳନୀରେ ପ୍ରାୟ ୧୨୦୦ ଗଣମାଧ୍ୟମ ଏବଂ…