ଜି ୨୦ ସମ୍ମିଳନୀରେ ନେତାଙ୍କୁ ମିଳିବ ଗୀତାଜ୍ଞାନ: ଏଆଇ ଦେବ ଉତ୍ତର
ନୂଆଦିଲ୍ଲୀ:ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ଦିଲ୍ଲୀରେ ଆୟୋଜିତ ହେଉଛି ଜି ୨୦ ଶିଖର ସମ୍ମିଳନୀ । ଯୋଗ ଦେବେ ଦେଶ ବିଦେଶର ବଡ ବଡ ହସ୍ତୀ । ଏହି ଅବସରରେ ୱାର୍ଲଡ ଲିଡରଙ୍କୁ ଦିଆଯିବ ଗୀତା ଜ୍ଞାନ । ଆଧ୍ୟାତ୍ମିକ ଜୀବନର ଦର୍ଶନ ଏବଂ ଏହି ରହସ୍ୟ ସହ ଜଡିତ ପ୍ରଶ୍ନ ଯଦି କେହି ପଚାରେ ତେବେ…