Latest Odisha News

BREAKING NEWS

ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭକୁ ନେଇ ଉଠୁଛି ପ୍ରଶ୍ନ: ପୁଣି ଥରେ ହୋଇପାରେ ଲକ୍ଡ଼ାଉନ୍

ନୁଆଦିଲ୍ଳୀ: ଜିଲ୍ ବାଇଡେନ୍ କରୋନା ପଜିଟିଭ୍: ଜି-୨୦ ଶିଖର ସମ୍ମିଳନୀ ପୂର୍ବରୁ ଆମେରିକାର ପ୍ରଥମ ଲେଡି ଜିଲ୍ ବାଇଡେନଙ୍କ କରୋନା ପଜିଟିଭ୍ ଖବର ଏବେ ସମସ୍ତଙ୍କୁ ଚକିତ କରିଛି । ଏଥି ସହିତ ଆମେରିକାରେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ଆମେରିକାର…

ତାମିଲନାଡୁ ସଲିମରେ ଛାତିଥରା ଦୁର୍ଘଟଣା, ୬ ମୃତ: ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଚେନ୍ନାଇ: ତାମିଲନାଡୁର ସଲିମରେ ଛାତିଥରା ଦୁର୍ଘଟଣା  । ନିମିଷକରେ ଚାଲିଗଲା ୬ଜଣଙ୍କ ଜୀବନ  । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ସୂଚନା ଅନୁସାରେ ତାମିଲନାଡୁର ସେଲମ ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟିଛି  । ସଙ୍କାରୀ ଦେଇ ଯାଇଥିବା ଜାତୀୟ ରାଜପଥରେ ଟ୍ରକ- କାର…

୩୦ ବର୍ଷରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇଛି: ଷ୍ଟଡି

ଏଡିନବର୍ଗ: ଦିନକୁ ଦିନ ବିଶ୍ୱରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଏକ ଷ୍ଟଡିରେ ଖୁଲାସା କରାଯାଇଛି ଯେ, ୩୦ ବର୍ଷ ମଧ୍ୟରେ ୮୦ ପ୍ରତିଶତ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୧୯୯୦ରେ ୧୮.୨ ଲକ୍ଷ କ୍ୟାନ୍ସର ରୋଗୀ ଥିଲେ । ୨୦୧୯ ବେଳକୁୂ ଏହାର ସଂଖ୍ୟା…

ପୁରୀ କେନାଲରେ ବୁଡ଼ି ଛାତ୍ର ନିଖୋଜ; ମିଳୁନି ପତ୍ତା

ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ କେନାଲକୁ ଗାଧୋଇବାକୁ ଆସିଥିଲେ…

ମାଲବୀୟ ମିଶନର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦିଆଯିବ ଦକ୍ଷତା ବୃଦ୍ଧି…

ଦିଲ୍ଲୀ: ୧୫ ଲକ୍ଷ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କର ଦକ୍ଷତା ବଢିବ  । ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ଦକ୍ଷତା ବିକାଶ ପାଇଁ ଗୁରୁ ଦିବସ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଦେଶବ୍ୟାପୀ…

ଶିମିଳିପାଳରୁ ଠାବ ହେଲା ୧୧୧୫ ଫୁଟର ଆକର୍ଷଣୀୟ ଜଳପ୍ରପାତ

ବାରିପଦା: ମର୍ତ୍ତ୍ୟର ନନ୍ଦନକାନନ କୁହାଯାଉଥିବା ଶିମିଳିପାଳ ଜାତୀୟ ଉଦ୍ୟାନରେ ଆଜିବି ଅନେକ ଅନାଲୋଚିତ ଓ ଅନାବିଷ୍କୃତ ସ୍ଥାନ ରହିଛି। ଦୃଷ୍ଟି ଆଢୁଆଳରେ ରହିଥିବା ଏଭଳି ସ୍ଥାନ ଗୁଡିକୁ ଲୋକଲୋଚନକୁ ଆଣିବା ଓ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନର ବିକାଶ ନିମନ୍ତେ ଦୀର୍ଘବର୍ଷ ଧରି କାର୍ଯ୍ୟରତ…

ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ମାମଲା : ୩ ଅଭିଯୁକ୍ତ ଗିରଫ

ରାଉରକେଲା : ଆରଟିଓ ପରିଚୟ ଦେଖାଇ ବଟି ଆଦାୟ କରିବା ପଡିଲା ମହଙ୍ଗା  । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି  । ଏମାନେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରୁଥିବା ଅଭିଯୋଗ ରହିଛି । ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି…

ତେଜିଲା ଇଣ୍ଡିଆ ବନାମ ଭାରତ ବିବାଦ: ବିରୋଧୀ କହିଲେ ‘ଇଣ୍ଡିଆ’କୁ ଡରୁଛି ବିଜେପି

ନୂଆଦିଲ୍ଲୀ: କ’ଣ ରହିବ ଦେଶର ନାଁ ? ଭାରତ ନା ଇଣ୍ଡିଆ ?  ଜି-୨୦ ସମ୍ମିଳନୀ ପୂର୍ବରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଷ୍ଟ୍ରପତି ଭବନର  ନିମନ୍ତ୍ରଣ ପତ୍ର ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ବେଶି ଜୋର ଧରିଛି । ଏହି ନିମନ୍ତ୍ରଣ ପତ୍ରରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ବଦଳରେ…

ଅଦ୍ଭୁତ, ଅବିଶ୍ୱସନୀୟ, ଅଲୌକିକ, ବୃନ୍ଦାବନର ନିଧି ବନ: ଯେଉଁଠି ଆଜି ବି ଆସନ୍ତି ଭଗବାନ କୃଷ୍ଣ

ଉତ୍ତରପ୍ରଦେଶ: ଭାରତରେ ଏମିତି ଅନେକ ସ୍ଥାନ ଅଛି,  ଯାହାକୁ ନେଇ ଅନେକ ରହସ୍ୟମୟ ଓ ଅଲୌକିକ କାହାଣୀ ରହିଛି।  ପ୍ରଭୁ କୃଷ୍ଣଙ୍କର ପିଲା ବେଳ ସହ ଜଡ଼ିତ ଅନେକ କଥା ସଭିଁଙ୍କୁ ଜଣା। ମାତ୍ର କ’ଣ ଆପଣ ଜାଣନ୍ତି , ପୃଥିବୀ ପୃଷ୍ଠରେ ଆଜି ମଧ୍ୟ ଏଭଳି ସ୍ଥାନ ରହିଛି ଯେଉଁଠାକୁ ପ୍ରଭୁ କୃଷ୍ଣ ସ୍ୱୟଂ…