ଆରପାରିରେ ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓ, ୮୧ ବର୍ଷ ବୟସରେ କଲେ ଶେଷ ନିଶ୍ଵାସ ତ୍ୟାଗ
ହାଇଦ୍ରାବାଦ: ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରର ପ୍ରଖ୍ୟାତ ଅଭିନେତ୍ରୀ ସୀମା ଦେଓଙ୍କ ପରଲୋକ । ଆଜି ସକାଳେ ଅଭିନୟ ଦେଓଙ୍କ ବାସ ଭବନରେ ସୀମା ଦେଓ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସୀମା ଦେଓ ଦୀର୍ଘ ଦିନ ଧରି ଅଲଜାଇମର ରୋଗରେ ପୀଡିତ ଥିଲେ…