ଦୁଷ୍କର୍ମ ପୀଡ଼ିତା କରିପାରିବେ ଗର୍ଭପାତ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୁଷ୍କର୍ମ ପୀଡିତାଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ଗୁରୁତ୍ୱପୁର୍ଣ୍ଣ ରାୟ। ସୋମବାର ସୁପ୍ରିମକୋର୍ଟ ୨୭ ସପ୍ତାହରୁ ଅଧିକ ସମୟ ଭ୍ରୁଣର ଗର୍ଭପାତ କରାଇବାକୁ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅନୁମତି ଦେଇଛନ୍ତି। ମେଡିକାଲ ରିପୋର୍ଟ ଦେଖିବା ପରେ କୋର୍ଟ ଏହି ନିଷ୍ପତି ନେଇଛନ୍ତି।…