ଜୁନ୍ ୧୦ରେ ହେବ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ, କଣ ରହିବ ଆଜେଣ୍ଡା
ଭୁବନେଶ୍ୱର: ଚଳିତ ମାସ (ଜୁନ୍ ୧୦) ତାରିଖରେ ବିଜେଡ଼ିର ଶଙ୍ଖ ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ। ଏ-ନେଇ ଦଳ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି ହୋଇଛି। ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଜୁନ୍ ୧୦ ତାରିଖ ଅପରାହ୍ନ ୪ଟାରେ ଏହି ବୈଠକ ଅନୁଷ୍ଠିତ ହେବ। ସମ୍ପ୍ରତି ସାଧାରଣ ନିର୍ବାଚନରେ…