Latest Odisha News

BREAKING NEWS

କଲେଜ ଯାଉଥିବା ତିନି ଛାତ୍ରୀଙ୍କୁ ପିଟିଦେଲା ଟ୍ରକ; ୨ ମୃତ

ବରଗଡ଼: ବରଗଡ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଦୁଇ ଛାତ୍ରୀଙ୍କ ଜୀବନ । ଏପରି ଦୁର୍ଘଟଣାକୁ ନେଇ ଗୋଡ଼ଭଗା-ବିନିକା ରାସ୍ତାରେ ଉତ୍ତକ୍ତ ଲୋକେ ରାସ୍ତା ଅବରାେଧ କରିଛନ୍ତି । ସୋମବାର ମଧ୍ୟାହ୍ନରେ ଘଟିଛି ଏହି ଏହି ଦୁର୍ଘଟଣା ।  ଗୋଡ଼ଭଗା-ବିନିକା ରାସ୍ତାର…

ବିଜେପି ଦଳର ପ୍ରବଞ୍ଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି – କଂଗ୍ରେସ

ଭୁବନେଶ୍ୱର: ବିଜେପି ଦଳର ପ୍ରବଂଚନାକୁ ଓଡ଼ିଶାବାସୀ ଠିକ୍ ବୁଝି ସାରିଲେଣି । ଯେତେ ତ୍ରିରଙ୍ଗା ଯାତ୍ରା କରି ପାପ ଧୋଇବାକୁ ଚେଷ୍ଟା କଲେ ମଧ୍ୟ ସେଥିରେ ସେମାନେ ସଫଳ ହେବେ ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗ ହୋଇଛି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ…

ଗାଁ ମଶାଣିରେ ସମ୍ପନ୍ନ ହେଲା ସହିଦ ନୀଳାଞ୍ଚଳଙ୍କ ଶେଷକୃତ୍ୟ

ବରଗଡ: ଗାଁ ଦାଣ୍ଡ କୋହକୋହ । ଲୁହଭର୍ତ୍ତି ଆକାଶ ଆଉ କୋହଭର୍ତ୍ତି ପବନ । ଘରଠୁ ମଶାଣି ସବୁଆଡ ଲୋକାରଣ୍ୟ । ହେଲେ କାହା ମୁହଁରେ ଭାଷା ନ ଥିଲା । ଭାରି ହୃଦୟରେ ଏମାଟିର ବୀର ପୁଅକୁ ଶେଷଦର୍ଶନ ଟିକିଏ କରିବା ପାଇଁ ଆଖି ସେମାନଙ୍କର ଘୂରି ବୁଲୁଥିଲା । ଆଜି ଜନ୍ମମାଟିରେ ବୀର ସହିଦଙ୍କ…

ବଳ ଗୋଟାଉଛି କଂଗ୍ରେସ; ଗିରିଧର ଗମାଙ୍ଗଙ୍କ ପରେ ଦଳକୁ ଫେରିବେ ଜୟରାମ ପାଙ୍ଗି!

ଭୁବନେଶ୍ୱର: ବିଆରଏସରୁ ମୁହଁ ଫେରାଉଛନ୍ତି ନେତା । ଓଡ଼ିଶାରେ ଦଳଗଠନକୁ ନେଇ ବିଆରଏସର ଆଭିମୁଖ୍ୟକୁ ଦେଖିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପରିବାର ସଦସ୍ୟଙ୍କ ପରେ ଏବେ ଜୟରାମ ପାଙ୍ଗିଙ୍କ ପାଳି । ଜୟରାମ ଏବେ କଂଗ୍ରେସକୁ ପୁଣି ଫେରିବାକୁ ଚାହୁଁଥିବା ନେଇ…

ଆଗୁଆ ନିର୍ବାଚନ ନେଇ ମୁହାଁମୁହିଁ ବିଜେପି-ବିଜେଡି: ସାଂସଦଙ୍କୁ କାଉଣ୍ଟର କଲେ ବିଧାୟକ

ଭୁବନେଶ୍ୱର: ବିଜେଡି ସହ ମେଣ୍ଟ କରିବୁନି । ଏକା ଏକା ଲଢିବୁ । ବାରମ୍ବାର ଗୋଟିଏ କଥା ଦୋହରାଉଛନ୍ତି ବିଜେପି ନେତୃବୃନ୍ଦ । ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ମୁହଁରେ ଗୋଟିଏ କଥା । ବିଜେଡି ସହ ମେଣ୍ଟ କରିବୁନି । ନିକଟରେ ବିଜେପି ସାଂସଦ ଅପରାଜିତା…

ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର, କୌଣସି କ୍ଷେତ୍ରରେ ନାହିଁ ପ୍ରତିବନ୍ଧକ

ଶ୍ରୀନଗର: ଚଳିତ ବର୍ଷ ଧୁମ୍‌ଧାମର ସହ ସ୍ୱାଧିନତା ଦିବସ ପାଳିବ କଶ୍ମୀର। ପ୍ରତ୍ୟେକ ବର୍ଷ ସ୍ୱାଧିନତା ଦିବସ ଏବଂ ଗଣତନ୍ତ୍ର ଦିବସ ଭଳି ଜାତୀୟ ଉତ୍ସବରେ କଶ୍ମୀରରେ ଇଣ୍ଟରନେଟ୍ ନିଷେଧ ଏକ ସାଧାରଣ କଥା ହୋଇଯାଇଥିଲା। କିନ୍ତୁ ଗତ ବର୍ଷ ଭଳି ଚଳିତଥର ଏପରି ହେବ ନାହିଁ। ୭୭ତମ ସ୍ୱାଧୀନତା ଦିବସ…

ଖାଲି ପେଟରେ ଗ୍ୟାସ୍ ସୃଷ୍ଟି କରେ ଡାଲି : ଆସନ୍ତୁ ଜାଣିବା ଏହି ୫ଟି ଡାଲି ସମ୍ପର୍କରେ

ମୁମ୍ବାଇ: ମନରେ ନିଶ୍ଚିତ ଭାବେ ପ୍ରଶ୍ନ ଉଠୁଥିବ , ଡାଲି କାହିଁକି ଗ୍ୟାସ୍ ସୃଷ୍ଟି କରେ । ଆମମାନଙ୍କ ମଧ୍ୟରୁ ଅନେକଙ୍କୁ ଗ୍ୟାସ ସମସ୍ୟାର ସାମ୍ନା କରିବାକୁ ପଡେ । ପେଟରେ ଗ୍ୟାସ୍ ଆପଣଙ୍କ ପୁରା ଦିନକୁ ନଷ୍ଟ କରିପାରେ ।  କିଛି ଡାଲି ଅଛି , ଯାହା ଗ୍ୟାସ୍ ସୃଷ୍ଟି କରିବା ସହ ପେଟ ଫୁଲିବା…

କଂଗ୍ରେସକୁ ଫେରିବେ ନିଲମ୍ବିତ ନେତା ଓ ଦଳ ଛାଡିଥିବା ନେତା, ଦିଲ୍ଲୀରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ରାଜ୍ଯରେ ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ଘଣି ହେଉଥିବା ନେଇ ଚର୍ଚ୍ଚା ଭିତରେ କଂଗ୍ରେସ ଏବେ ନିଜକୁ ଆହୁରି ମଜବୁତ କରି ଭୋଟ୍ ବ୍ୟାଙ୍କ ହାତେଇବାକୁ ଯାେଜନା କରୁଛି। ତେଣୁ ଦଳ ଛାଡିଥିବା ନେତା ଏବଂ ନିଲମ୍ବିତ ନେତାଙ୍କୁ ଦଳକୁ କିଭଳି ଫେରାଇ ଅଣାଯିବ ସେ ନେଇ ପ୍ରସ୍ତୁତି…

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ୩୯୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଢାକା: ବାଂଲାଦେଶରେ ଡେଙ୍ଗୁ ଆତଙ୍କ  । ଦେଶରେ ଧୀରେ ଧୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଯାହାକି ସ୍ବାସ୍ଥ୍ୟ ବିଭାଗର ଚିନ୍ତାର କାରଣ ପାଲଟିଛି  । ଆଜି ସକାଳ ୮ଟା ସୁଦ୍ଧା ୧୧ ଜଣ ଡେଙ୍ଗୁ ରୋଗରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ଡେଙ୍ଗୁ ଆକ୍ରାନ୍ତଙ୍କ…