Latest Odisha News

BREAKING NEWS

ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାର ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ଶିବିର ଉଦ୍‌ଘାଟିତ ହୋଇଛି । ଆଜିଠାରୁ ଆରମ୍ଭ ହୋଇ ୧୯ ତରିଖ ପର୍ଯ୍ୟନ୍ତ ଚାଲିବାକୁ ଏହି ପ୍ରଶିକ୍ଷଣ ଶିବିରରେ…

‘ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ କିଛି ଅଧିକାରୀ ଫଟୋ ଉଠାଇଲେ ଆଗେଇବନି’

ଭୁବନେଶ୍ୱର: ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପକୁ ନେଇ ଓଡ଼ିଶାର ବିଜେଡି ସରକାରକୁ କଟାକ୍ଷ କରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦାବି କରିଛନ୍ତି ଯେ, ଏହାର କାର୍ଯ୍ୟକାରିତା ପାଇଁ ରାଜ୍ୟ ଏପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନେଇନାହିଁ।…

ସ୍ୱାଧୀନତା ଦିବସ ୨୦୨୩ ଉପଲକ୍ଷେ ୯୫୪ ପୁଲିସ କର୍ମୀଙ୍କୁ ମିଳିଲା ପୁଲିସ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ, ୨୦୨୩ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯାଇଛି । ବୀରତା ପାଇଁ ଜଣେ ସିଆରପିଏଫ କର୍ମୀ ରାଷ୍ଟ୍ରପତି ପଦକ ପାଇଛନ୍ତି । ସେ ହେଲେ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା…

ସ୍ୱର୍ଗତଃ ସୁଶ୍ରୀ ନିବେଦିତା ପ୍ରଧାନଙ୍କ ଶ୍ରଦ୍ଧାଞ୍ଜଳି ସଭା, ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ

କଟକ: କଟକ ମହାନଗର ନିଗମର ପ୍ରଥମ ମହିଳା ମେୟର ତଥା ବିଧାୟିକା ସୁଶ୍ରୀ ନିବେଦିତା ପ୍ରଧାନ (କୁନି ଅପା)ଙ୍କ ଗତ ୧୦ ତାରିଖ ଦିନ ଦେହାନ୍ତ ହୋଇଛି । ଆସନ୍ତା ୧୬ ତାରିଖ ସଂଧ୍ୟା ୭ଟାରେ ରେ ସ୍ୱର୍ଗତଃ ନିବେଦିତା ପ୍ରଧାନଙ୍କ ସ୍ମୃତିରେ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳୀ ସଭା ରାଜ୍ୟ…

ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଶବ ପରିଚାଳନା ନିମନ୍ତେ ଏମ୍‌ସ ଭୁବନେଶ୍ୱରକୁ ସମ୍ମାନୀତ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା‌ ଅନ୍ତର୍ଗତ ବାହାନଗାରେ ହୋଇଥିବା ଦୁର୍ଭାଗ୍ୟଜନକ ଟ୍ରେନ୍‌ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ପ୍ରୟାସ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଜାତୀୟ…

ମଧ୍ୟପ୍ରଦେଶରେ ବିଜେପିକୁ ୫୦ ପ୍ରତିଶତ କମିଶନ ଡର, ପ୍ରିୟଙ୍କାଙ୍କ ବଡ଼ ଗେମ !

ଭୁବନେଶ୍ୱର: ମଧ୍ୟପ୍ରଦେଶର ବିଜେପି ସରକାର ବିରୋଧରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଦୁର୍ନୀତି ଅଭିଯୋଗ ଆଣି ଦଳୀୟ ରୋଷର ଶିକାର ହୋଇଛନ୍ତି। ରାଜ୍ୟ ସରକାରଙ୍କ ବିରୋଧରେ ୫୦ ପ୍ରତିଶତ କମିସନ ଅଭିଯୋଗ ଆଣିବା ପରେ ମଧ୍ୟପ୍ରଦେଶରେ ବିଜେପି ପକ୍ଷରୁ ପ୍ରିୟଙ୍କାଙ୍କ ବିରୋଧରେ ଏତଲା…

ଶରଦ ‘ଇଣ୍ଡିଆ’ ର ନା ଏନଡିଏର, ବୁଝିପାରୁନାହାନ୍ତି ବିରୋଧୀ !

ଭୁବନେଶ୍ୱର: ଚଳିତ ମାସ ୩୧ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକକୁ ନେଇ ନାନା ଆକଳନ ମୁଣ୍ଡ ଟେକିଲାଣି। ବିରୋଧୀଙ୍କ ଏହି ବୈଠକ ବହୁ ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରିଥିବାବେଳେ ବରିଷ୍ଠ ନେତା ଶରଦ ପାୱାର ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ…

୨୧ ବର୍ଷ ପରେ ମିଳିଲା ୧୫ କୋଟିର ହୀରା

କୋଲକାତା: କୋଲକାତା ହାଇକୋର୍ଟ ୨୧ ବର୍ଷ ତଳର ଏକ ହୀରା ଚୋରୀ କେସର ସମାଧାନ କରିଛନ୍ତି । ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ହୀରା ମାଲିକଙ୍କୁ ଫେରାଇ ଦିଆଯାଇଛି । କେସ ସମାଧାନ ପରେ ବିଚାରପତି ଜୟ ବାବା ଫେଲୁନାଥ କହିଥିଲେ । ସତ୍ୟଜିତ ରାୟଙ୍କ ଚର୍ଚ୍ଚିତ ଫିଲ୍ମ ଜୟ ବାବା ଫେଲୁନାଥ ଶୈଳୀରେ ଚୋର…

ସନୀଙ୍କୁ ନେଇ ରାହୁଲ ରୱାଲି କରିବେ ସନୀ ଡନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲଙ୍କ ପୁରାତନ ବନ୍ଧୁମାନଙ୍କ ମଧ୍ୟରେ ଫିଲ୍ମ କରିବାର ଆଗ୍ରହ ବଢ଼ିଛି । ସନୀଙ୍କ ସହ ଅଧିକ ଫିଲ୍ମ କରିଥିବା ରାହୁଲ ରୱାଲି ଆଗ ଅଂଟା ଭିଡିଛନ୍ତି । ସେ ଖୁବ ଶୀଘ୍ର ସନୀଙ୍କୁ ନେଇ ସନୀ ଡନ ନାମକ ଫିଲ୍ମ କରିବାକୁ ଯାଉଛନ୍ତି । ସୂଚନାଯୋଗ୍ୟ, ବେତାବ, ଅର୍ଜୁନ,…

ଲାଞ୍ଚ ନେବା ପଡିଲା ମହଙ୍ଗା; ମାଡି ବସିଲା ଭିଜିଲାନ୍ସ

ବାଲେଶ୍ୱର: ଲାଞ୍ଚ ନେବା ପଡିଲା ମହଙ୍ଗା । ମାଡି ବସିଲା ଭିଜିଲାନ୍ସ ।  ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବରିଷ୍ଠ କିରାଣି ମନୋଜ କୁମାର ଭଞ୍ଜ।  ବରିଷ୍ଠ କିରାଣି ମନୋଜ ଜଣେ  ଠିକା ନର୍ସିଂ ଅଫିସରଙ୍କଠାରୁ ସେ ୮ ହଜାର…