‘ମୁଁ ହିନ୍ଦୁ ଏବଂ ମୋର ପରିଚୟ ଛାଡିପାରିବି ନାହିଁ…’, କାହିଁକି ଏପରି କହିଲେ ମୁଖ୍ୟମନ୍ତ୍ରୀ ଡିକେ…
ବେଙ୍ଗାଲୁରୁ: କର୍ଣ୍ଣାଟକର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ନିଜ ଧର୍ମକୁ ନେଇ ଏକ ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୋଲାଖୋଲି ଭାବେ ସ୍ପଷ୍ଟ କରିଥିଲେ ଯେ ସେ ତାଙ୍କର ହିନ୍ଦୁ ଧର୍ମକୁ ପରିତ୍ୟାଗ କରିପାରିବେ ନାହିଁ କିମ୍ବା ତାଙ୍କର ପରିଚୟକୁ…