Latest Odisha News

BREAKING NEWS

ପୁଣି ଜଳିଲା ମଣିପୁର; ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ଲୁଟିନେଲେ ଗୁଳି ବାରୁଦ

ଇମ୍ଫାଲ: ପୁଣି ଥରେ ଜଳିଲା ମଣିପୁର। ଗୁରୁବାର ରାଜ୍ୟର ବିଷ୍ଣୁପୁର ସମେତ ବହୁ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ମଣିପୁରର ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ସୀମା ହାଇଦର ଭାରତ ପ୍ରବେଶ ଉପରେ ଏସଏସବିର କାର୍ଯ୍ୟାନୁଷ୍ଠାନ, ସୀମାରେ ବସ୍ ଯାଞ୍ଚ କରୁଥିବା ୨ ଯବାନ ନିଲମ୍ବିତ

ନୂଆଦିଲ୍ଲୀ: ଦୁଇମାସ ପୂର୍ବେ ପାକିସ୍ତାନରୁ ଭାରତ ପ୍ରବେଶ କରିଥିବା ସୀମା ହାଇଦର ଯୋଗୁଁ ନିଲମ୍ବିତ ହେଲେ ୨ ଯବାନ। ଏହି ୨ ଯବାନ ନେପାଳ-ଭାରତ ସୀମାରେ ଗାଡି ଯାଞ୍ଚ ପାଇଁ ନିୟୋଜିତ ହୋଇଥିଲେ। ନିଲମ୍ବିତଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର ପଦବୀ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀରେ ନିୟୋଜିତ…

୫ ଦିନ ପରେ ମିଳିଲା ନିଖୋଜ ଯବାନଙ୍କ ସନ୍ଧାନ, ଚାଲିଛି ଡାକ୍ତରୀ ପରୀକ୍ଷା

ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନା ଯବାନ ଜାଭେଦ ଅହମ୍ମଦ ୱାନିଙ୍କ ମିଳିଲା ସନ୍ଧାନ। ୫ ଦିନ ପରେ ଗୁରୁବାର ପୋଲିସ ଟିମ ତାଙ୍କୁ ଉଦ୍ଧାର କରିଛି। ଏନେଇ ଜମ୍ମୁ କଶ୍ମୀର ପୋଲିସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। ଟ୍ବିଟ ଅନୁଯାୟୀ, ଏଡିଜିପି କଶ୍ମୀର କହିଛି ଯେ…

ଗପ : ଧର୍ମ ସଙ୍କଟ

ଅମିତ୍ ଜେନା        ଅକ୍ଟୋବର ମାସର ସନ୍ଧ୍ୟା, ଶୀତ ପଡିଆସିଲାଣି । କାହିଁକି କେଜାଣି ଏକ ଅଜଣା ଡର ନଳିନୀ ଦେବୀ ଙ୍କୁ ଭାରି ଚିନ୍ତାଗ୍ରସ୍ତ କରୁଥାଏ । ଏକମାତ୍ର ପୁଅ ରବି ଦ୍ବିପହରୁ କେଉଁ ବାହାଘର ଭୋଜି ଖାଇବାକୁ କଟକ ଯାଇଛି ଯେ ଏଇଯାଏଁ ଫେରିନି । କୋଡିଏ ବର୍ଷ ତଳେ ସ୍ୱାମୀ ଗାଡି…

ଲୋକସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍, କେଜ୍ରିଓ୍ବାଲ କହିଲେ ମୋଦୀଙ୍କୁ ବିଶ୍ୱାସ କରନ୍ତୁନି ଦେଶବାସୀ

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ୍, ଯାହାକୁ ସରକାରୀ ଭାବେ ଦ ଗଭର୍ଣ୍ଣମେଣ୍ଟ ଅଫ୍ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଅଫ୍ ଦିଲ୍ଲୀ (ସଂଶୋଧନ) ବିଲ୍, ୨୦୨୩ ବୋଲି କୁହାଯାଉଛି, ଗୁରୁବାର ଲୋକସଭାରେ ପାରିତ ହୋଇଛି। ବିଲ୍ ପାରିତ ହେବା ସମୟରେ ବିରୋଧୀ ଦଳ ସାଂସଦ ବିରୋଧ ପ୍ରଦର୍ଶନ କରି କକ୍ଷତ୍ୟାଗ…

ସରକାରୀ ହସ୍ପିଟାଲରେ ବେଡ୍ ପିଛା ରୋଗୀଙ୍କ ଖାଇବା ଅନୁଦାନ ବଢ଼ାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଣିକି ସରକାରୀ ଡାକ୍ତରଖାନାରେ ବେଡ ପିଛା ରୋଗୀଙ୍କ ଦୈନିକ ଖାଦ୍ୟ ପାଇଁ ୮୫ ଟଙ୍କାରୁ ୧୧୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀଙ୍କ ପାଇଁ ଖାଦ୍ୟ ଅନୁଦାନ ୩୦ ପ୍ରତିଶତ ବୃଦ୍ଧି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁମୋଦନ…

ଲଗାଣ ବର୍ଷାରେ ଧୋଇଗଲା ଚାଷୀଙ୍କ ଆଶା, ଘାରିଲା ଋଣ ପରିଶୋଧ ଚିନ୍ତା

ଖୋର୍ଦ୍ଧା/କଟକ: ଲଗାଣ ବର୍ଷା ଯୋଗୁ ଓଡ଼ିଶାର ଚାଷୀ ହତାଶ ହୋଇପଡ଼ିଛନ୍ତି। ଫସଲ ଭଲ ହେବ ବୋଲି ଯେଉଁ ଆଶା ଥିଲା ତାହା ଏହି ଲଗାଣ ବର୍ଷା ଯୋଗୁଁ ଏକ ପ୍ରକାର ଧୋଇ ହୋଇଯାଇଛି। ତେଣୁ ଏବେ ଚିନ୍ତାରେ ପଡିଛନ୍ତି ଯେ, ସେମାନେ ବ୍ୟାଙ୍କ, ବନ୍ଧୁ ଓ ସମ୍ପର୍କୀୟଙ୍କ ଠାରୁ ଆଣିଥିବା ଋଣକୁ କିପରି…

ଦୁଇଟି ପୃଥକ ଘଟଣା, ନଦୀରେ ବୁ଼ଡ଼ି ଦୁଇ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡନଦୀରେ ବନ୍ୟା ପାଣିରେ ଭାସିଯାଇ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗ୍ରାମର ମମତା ସାହୁ ଗୁରୁବାର ସକାଳେ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଗାଧୋଇବାକୁ…

ଫ୍ୟାମିଲି ପେନସନ ପାଇଁ ଆବେଦନର ଅବଧି ବର୍ଷେ ପାଇଁ ବୃଦ୍ଧି

ଭୁବନେଶ୍ୱର: ଚାକିରିରେ ଥିବା କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ ଫ୍ୟାମିଲି ପେନସନ ପାଇଁ ଆବେଦନ କରିବାର ସମୟ ସୀମାକୁ ଓଡ଼ିଶା ସରକାର ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଗୁରୁବାର ଦିନ ଅର୍ଥ ବିଭାଗର ଏକ ସରକାରୀ ଚିଠି ଅନୁଯାୟୀ, ସରକାର ଜାତୀୟ ପେନସନ ଯୋଜନା (ଏନପିଏସ୍) ଅଧୀନରେ…