Latest Odisha News

BREAKING NEWS

Amit Shah On SIR:ଭୁଜରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାର୍ତ୍ତା…’ଦେଶରୁ ଖୋଜି ଖୋଜି ସବୁ…

ନୂଆଦିଲ୍ଲୀ:ସୀମା ସୁରକ୍ଷା ବାହିନୀ (BSF )ର ୬୧ତମ ପ୍ରତିଷ୍ଠା ଦିବସ (Raising Day)ସମାରୋହରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ( Amit Shah) ଶୁକ୍ରବାର ଗୁଜରାଟର ଭୁଜରେ ପହଞ୍ଚିଥିଲେ । ଏଠାରେ ବିଏସଏଫ ଯବାନମାନଙ୍କୁ ସମ୍ବୋଧିତ କରି ଶାହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼…

ବଢିଲା ସେବାୟତଙ୍କ ଭତ୍ତା ଟଙ୍କା; ଅକ୍ଷୟ ତୃତୀୟା ପୂର୍ବରୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ…

ପୁରୀ: ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବଡ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି ବୃଦ୍ଧି କରାଯାଇଛି । ମାସିକ ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ…

PM Fasal Bima Yojana: ଚାଷୀଙ୍କୁ ବଡ ଆଶ୍ବସ୍ତି ଦେଲେ ସରକାର: ଯେମିତି ବି ହେଉ ଫସଲ ନଷ୍ଟ, ମିଳିବ କ୍ଷତିପୂରଣ…

ନୂଆଦିଲ୍ଲୀ: କୃଷକମାନଙ୍କ ପାଇଁ ଏକ ବଡ଼ ସହାୟତା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଅଧୀନରେ ଫସଲ କ୍ଷତିର ଦୁଇଟି…

ଟି୨୦ ବିଶ୍ୱକପ: ଏହି ଦିନ ହୋଇପାରେ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏବେ ଆଇସିସି ନିକଟରୁ ପ୍ରସ୍ତାବିତ କାର୍ଯ୍ୟସୂଚୀ ପଠାଇଛି । ଆଇସିସି ଏହାକୁ ଅନୁଧ୍ୟାନ କରିବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ଜାରି କରିବ । ଫେବୃୟାରୀ ୭ରେ ଉଦଘାଟନୀ ମ୍ୟାଚ…

ଦିଲ୍ଲୀରେ ଆମୋନିୟମ୍ ନାଇଟ୍ରେଟ୍ କ୍ରୟ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବୋମା ବିସ୍ଫୋରଣ ପରେ, ସରକାର ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଷଡ଼ଯନ୍ତ୍ରକାରୀଙ୍କ ସମ୍ପୂର୍ଣ୍ଣ ମଡ୍ୟୁଲ୍ ପର୍ଦ୍ଦାଫାସ୍ କରୁଛନ୍ତି । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଆହୁରି ମଜବୁତ କରାଯାଇଛି । ଏହି ସମୟରେ, ଦିଲ୍ଲୀର…

ଆଶେସ ସିରିଜ: ପ୍ରଥମ ଦିନରେ ପଡିଲା ୧୯ ୱିକେଟ

ପର୍ଥ: ପର୍ଥରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ କ୍ରିକେଟ ସିରିଜ ଆରମ୍ଭ ହୋଇଛି । ଏହି ସିରିଜରେ ୫ଟି ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟରେ ପ୍ରଥମ ଦିବସରେ ୧୯ ୱିକେଟର ପତନ ଘଟିଛି । ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ତେବେ ମିଚେଲ ଷ୍ଟାର୍କଙ୍କ ଘାତକ…

Blast in Pakistan: ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ: ୧୫ରୁ ଅଧିକ ମୃତ, ଅନେକ ଗୁରୁତର

ଇସଲାମାବାଦ: ପୁଣି ଭୟଙ୍କର ବିସ୍ଫୋରଣରେ ଥରିଲା ପାକିସ୍ତାନ । ଏକ କାରଖାନାରେ ବଡ ଧରଣର ବିସ୍ଫୋରଣ କାରଣରୁ ପ୍ରାୟ ୧୫ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ…

LandScam: ଜମି ଠକେଇ ମାମଲାରେ SSB ଯବାନ ଗିରଫ

ଭୁବନେଶ୍ବର:୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବନ୍ଧା ହେଲେ SSB ଯବାନ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ଜମି ଦେବା ନାଁରେ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଜଣକ ହେଲେ ଏସ୍‌ଏସ୍‌ବି ଯବାନ ସଚିତ୍ର ସେନାପତି। ସହୀଦନଗର ପୋଲିସ ତାଙ୍କୁ ଗିରଫ କରିଛି। ସଚିତ୍ର ସ୍ପେଶାଲ ସିକ୍ୟୁରିଟି…

Trump and Zelenskyy: ଯୁଦ୍ଧ ବନ୍ଦ କର…ଜେଲେନସ୍କିଙ୍କୁ ଶେଷ ଅଲଟିମେଟମ ଦେଲେ ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ-ୟୁକ୍ରେନ ଶାନ୍ତି ଚୁକ୍ତିନାମା ସମ୍ପର୍କରେ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଏକ ଅଲଟିମେଟମ୍ ଦେଇଛନ୍ତି। ଟ୍ରମ୍ପ ୟୁକ୍ରେନୀୟ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ ଯଦି ସେ ନଭେମ୍ବର ୨୭ ସୁଦ୍ଧା ୨୮-ସୂତ୍ରୀ ଶାନ୍ତି…

ରାଜ୍ୟରେ ୪୭୫ ଇନ୍ସପେକ୍ଟର୍‌ଙ୍କ ବଦଳି

କଟକ: ସବ୍ଇନ୍ସପେକ୍ଟର୍‌ରୁ ଇନ୍ସପେକ୍ଟର ପାହ୍ୟାକୁ ଦେଢ଼ ମାସ ତଳୁ ପଦୋନ୍ନତି ପାଇଥିଲେ ସୁଦ୍ଧା ଥାନା, ଫାଣ୍ଡିରେ ସବ୍ଇନ୍ସପେକ୍ଟର ଭାବେ କାମ କରୁଥିବା ୪୨୬ ଇନ୍ସପେକ୍ଟର୍ ଏବେ ଆଶ୍ୱସ୍ତ ହୋଇଛନ୍ତି। ନୂଆ କରି ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କ ସହ ଆଉ ୪୯ ଜଣଙ୍କୁ ମିଶାଇ ମୋଟ ୪୭୫ ଜଣ…