ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ନାଗ, ଛାନିଆ ଲୋକେ…
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନା (DHH) ପରିସରରେ ବୁଧବାର ସକାଳେ ଏକ ନାଗସାପ ଦେଖାଯିବା ପରେ ଆତଙ୍କ ଖେଳିଯାଇଛି।
ସୂଚନା ଅନୁଯାୟୀ, ଡାକ୍ତରଖାନାରେ ଥିବା ଏକ ଗଣେଶ ମୂର୍ତ୍ତି ପାଖରେ ନନା ପୂଜାର୍ଚ୍ଚନା କରିବାକୁ ଆସିବା ବେଳେ ସେ ମୂର୍ତ୍ତି ପାଖରେ ସାପଟିକୁ…