ଏଥର ବିଜୁଳି କଟିନି, କିନ୍ତୁ ଏହି କାରଣ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ସମାଲୋଚିତ
କଟକ: ଏଥର କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କୌଣସି ବିଦ୍ୟୁତ ବିଭ୍ରାଟ ହୋଇନି କିନ୍ତୁ ଯେଉଁ ସ୍ଥାନରେ ମହାମହିମ ଅଭିଭାଷଣ ରଖୁଥିଲେ ତାର ଛାତକୁ ଜରି ପାଲରେ ଘୋଡାଇ ରଖିବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯାହା ପ୍ରଶାସନ ରାଷ୍ଚ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରତି…