ରାଜଧାନୀରେ ବଢିଲା ଡେଙ୍ଗୁ ଭୟ: କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣେ ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର:ରାଜଧାନୀରେ ପୁଣି ଜୀବନ ନେଲା ଡେଙ୍ଗୁ । ଗତକାଲି ଡେଙ୍ଗୁରେ ଜଣେ ୭ ବର୍ଷ ନାବାଳିକାଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ଜଣଙ୍କର ମୃ୍ତ୍ୟୁ ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳି ଯାଇଛି ।
ଗତକାଲି ଖଣ୍ଡଗିରି ନିକଟ ଧର୍ମ ବିହାର ଅଞ୍ଚଳର ଜଣେ ସାତ ବର୍ଷର ବାଳିକା ଡେଙ୍ଗୁରେ…