ଫିଲ୍ମରେ ଆପତ୍ତିଜନକ ଦୃଶ୍ୟ ବେଳେ ‘ଭଗବତ ଗୀତା’ର ବ୍ୟବହାର, ତେଜୁଛି ବିବାଦ
ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଗତ ସପ୍ତାହ ଶେଷରେ ରିଲିଜ୍ ହୋଇଥିବା ଅନ୍ୟତମ ହିଲିଉଡ ଫିଲ୍ମ 'ଓପେନହାଇମର' (Oppenheimer)କୁ ଭାରତରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
କ୍ରିଷ୍ଟୋଫର ନୋଲାନଙ୍କ ଏହି ନୂଆ ଫିଲ୍ମଟି ରବର୍ଟ ଓପନହାଇମରଙ୍କ ବହୁଚର୍ଚ୍ଚିତ ବାୟୋପିକ୍। ଯିଏକି 'ପରମାଣୁ ବୋମାର ଜନକ'…