Latest Odisha News

BREAKING NEWS

କବିତା : ପାଦଚିହ୍ନ

ରାଜ କିଶୋର ଦାସ  ପାଦକଥା କ’ଣ ବା କହିହେବ ଏକଥା ସତ୍ୟ ଯେ, ମୋଠୁ, ଆମଠୁ ତୁମେ ପାଦେ ଅଧିକା । ନଖ କୋଣରୁ ବୁହାଇ ପାର ନଈ ସମୁଦ୍ର ଉପରେ ଉପରେ ବେଶ୍ ପାଦଥାପି ଚାଲିପାର, ବହୁ ଚିତ୍ରବିଚିତ୍ରର ତଳିପା ! ଭୂମିରେ କେବେ ତୁମ ପାଦ ଲାଗିଛି ଜାଣେନା, ମୋ ଛାତି ସାରା କିନ୍ତୁ ବିଛେଇ…

ପେଟ୍ରୋଲ ଡିଜେଲର ନୂତନ ଦର ଜାରି, କେତେ ବଢିଲା ପ୍ରମୁଖ ସହରରେ ପେଟ୍ରୋଲ ରେଟ୍ ?

ନୂଆଦିଲ୍ଲୀ: ଜାରି ହେଲା ପେଟ୍ରୋଲ ଡିଜେଲର ନୂତନ ଦର। ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ତେବେ ସପ୍ତାହର ପ୍ରଥମ ଦିନରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ କୌଣସି ବୃଦ୍ଧି ଘଟିନାହିଁ। ଆଜି ବି ପେଟ୍ରୋଲ ଡିଜେଲର ଦର ସ୍ଥିର ରହିଛି। ଗତ…

କୋରିଆନ ବ୍ୟକ୍ତିଙ୍କଠାରୁ ବିନା ରସିଦରେ ଜରିମାନା ଆଦାୟ; ଭିଡିଓ ଭାଇରାଲ ପରେ ଟ୍ରାଫିକ ପୋଲିସ ନିଲମ୍ବିତ

ନୂଆଦିଲ୍ଲୀ:ଦିଲ୍ଲୀ ପୋଲିସ ଭ୍ରଷ୍ଟାଚାର ପ୍ରତି ଜିରୋ ଟଲରାନ୍ସ ନୀତିକୁ ପ୍ରତିପାଦନ କରିବାକୁ ଯାଇ ଜଣେ ଟ୍ରାଫିକ ପୁଲିସକର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ଅଭିଯୋଗ ହୋଇଛି ଯେ, ଟ୍ରାଫିକ ପୋଲିସ ଜଣେ କୋରିଆନ ନାଗରିକଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଅସୁଲ କରିଥିଲେ । ଖାଲି ଜରିମାନା ଅସୁଲ…

ବିରୋଧ ପ୍ରତିଶୋଧରେ ବଦଳିଯିବା ଗଣତନ୍ତ୍ର ପାଇଁ ଅଭିଶାପ-ଉପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦିଲ୍ଲୀର ବିଜ୍ଞାନ ଭବନରେ ଜାମିଆ ମିଲିଆ ଇସଲାମିଆର   ଦୀକ୍ଷାନ୍ତ ସମାରୋହରେ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ ଯୋଗଦେଇ ଲୋକତନ୍ତ୍ର ମନ୍ଦିରରେ ବ୍ୟବଧାନକୁ ହତିଆର ଭାବେ ବ୍ୟବହାର କରାଯିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବ୍ୟବଧାନ ଏବଂ ଅଶାନ୍ତି ଗଣତାନ୍ତ୍ରିକ…

ରାଜଧାନୀର ଫ୍ଲାଏ ବୋମିଖାଲ ଓଭର ବ୍ରିଜ ତଳକୁ ପାର୍କିଂ ଅଞ୍ଚଳ ଚିହ୍ନଟ କଲା ବିଏମସି

ଭୁବନେଶ୍ୱର: ବ୍ୟସ୍ତବହୁଳ କଟକ-ପୁରୀ ରାଜ୍ୟ ରାଜପଥରେ ଟ୍ରାଫିକ୍ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ବୋମିଖାଲ ରୋଡ୍ ଓଭରବ୍ରିଜ୍ ଅଧୀନରେ ଥିବା ଅଞ୍ଚଳକୁ ପାର୍କିଂସ୍ଥଳ ଭାବେ ଘୋଷଣା କରିଛି। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ସୂଚନା…

ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମୌଳିକ ଅଧିକାରର ପରିପନ୍ଥୀ: ହାଇକୋର୍ଟ

କଟକ: ମାତୃତ୍ୱ ଛୁଟିକୁ ଅନୁମତି ନଦେବା ମହିଳାଙ୍କୁ ସମ୍ମାନ ସହ ବଞ୍ଚିବାର ମୌଳିକ ଅଧିକାରର ପରିପନ୍ଥୀ। ଓଡ଼ିଶା ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି। ସମ୍ବିଧାନର ଧାରା ୨୧ ଅନୁଯାୟୀ ପ୍ରତ୍ୟେକ ମହିଳା ମାତୃତ୍ବ ଛୁଟିପାଇବାକୁ ହକଦାର। ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଜଣେ…

ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି ଟ୍ରକ

ବଲାଙ୍ଗୀର: ହୁ ହୁ ହୋଇ ଜଳିଗଲା ବିୟର ଭର୍ତ୍ତି କଣ୍ଟେନର ବା ବଡ଼ ଟ୍ରକ। ରବିବାର ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ବିୟର ନଷ୍ଟ ହୋଇଯାଇଛି। ଟ୍ରକଟି ଆନ୍ଧ୍ରପ୍ରଦେଶର ଶ୍ରୀ ସିଟିରୁ ବିୟର କ୍ୟାନ ଭର୍ତ୍ତି କରି ବେଲପଡାସ୍ଥିତ ଏକ ପ୍ଲାଣ୍ଟକୁ ଆସୁଥିଲା। ତେବେ କୌଣସି କାରଣରୁ ଟ୍ରକଟି…

ମିଲଖା ସିଂ, ପିଟି ଉଷା ପାଇବେ ଏସଜେଏଫଆଇ ମେଡାଲ

ଅହମ୍ମଦାବାଦ: ଫ୍ଲାଇଙ୍ଗ ଶିଖ ମିଲଖା ସିଂ ଏବଂ ପିଟି ଉଷାଙ୍କୁ ୨୦୨୨ ବର୍ଷ ପାଇଁ ସମ୍ମାନଜନକ ଏସଜେଏଫଆଇ ମେଡାଲ ପ୍ରଦାନ କରାଯିବ । ଗୁଜରାଟର ସ୍ପୋର୍ଟ୍ସ କ୍ଲବରେ ଆୟୋଜିତ ସ୍ପୋର୍ଟ୍ସ ଜର୍ଣ୍ଣାଲିଷ୍ଟସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ବୈଠକରେ ସମ୍ପର୍କରେ ନିଷ୍ପତି ହୋଇଥିଲା । ପୂର୍ବରୁ ବିଜୟ…

ସମ୍ବଲପୁରୀ ହସ୍ତତନ୍ତକୁ ଜିଆଇ ମାନ୍ୟତା ଦେବାକୁ ପ୍ରସ୍ତୁତି ଆରମ୍ଭ କଲା କେନ୍ଦ୍ର

ସମ୍ବଲପୁର: କେନ୍ଦ୍ର ସରକାର ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ ଉତ୍ପାଦକୁ ଜିଆଇ ଟ୍ୟାଗ୍ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶନିବାର ସମ୍ବଲପୁରରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟର ଏକ କାର୍ଯ୍ୟକ୍ରମରେ ବୟନଶିଳ୍ପ ମନ୍ତ୍ରଣାଳୟର ବୟନଶିଳ୍ପ କମିଶନର ରୋପ ରାଶି ଏହି…

ଏମର୍ଜିଂ ଏସିଆ କପ କ୍ରିକେଟ: କ୍ରମାଗତ ଦ୍ୱିତୀୟ ଥର ଚାମ୍ପିୟନ ହେଲା ପାକିସ୍ତାନ

କଲମ୍ବୋ: ଏଠାରେ ରବିବାର ଖେଳାଯାଇଥିବା ଏମର୍ଜିଂ ଏସିଆ କପ ଫାଇନାଲରେ ପାକିସ୍ତାନ ୧୨୮ ରନରେ ଭାରତକୁ ହରାଇ କ୍ରମାଗତ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୫୦ ଓଭରରେ ୮ ୱିକେଟ ହରାଇ ୩୫୨ ରନର ବିଶାଳ ସ୍କୋର କରିଥିଲା । ତୈୟାବ ତାହିର ୭୧ ବଲରେ ବିସ୍ଫୋରକ…