Firing outside Khan Sir’s coaching: ଖାନ୍ ସାରଙ୍କ କୋଚିଂ ବାହାରେ ଫୁଟିଲା ଗୁଳି! ନିଜେ ଖାନ୍ ସାର୍…
ପାଟନା: ଜଣାଶୁଣା ପ୍ରସିଦ୍ଧ ୟୁଟ୍ୟୁବ୍ ଟିଚର ଖାନ୍ ସାରଙ୍କ ପାଟନା ସ୍ଥିତ କୋଚିଂ ସେଣ୍ଟର ବାହାରେ ଗୁଳିଚାଳନାର ଅଭିଯୋଗ ଆସିଛି । ମଙ୍ଗଳବାର ରାତିରେ ବିହାରର ପାଟନାରେ ଖାନ ସାର୍ଙ୍କ କୋଚିଂ ସେଣ୍ଟର ବାହାରେ ଗୁଳିକାଣ୍ଡ ହୋଇଥିବା ନିଜେ କୋଚିଂ ସେଣ୍ଟରର ମାଲିକ ଏବଂ ପ୍ରସିଦ୍ଧ ଶିକ୍ଷକ ଖାନ…