Latest Odisha News

BREAKING NEWS

ଆଶେସ ସିରିଜ: ଅଷ୍ଟ୍ରେଲିଆକୁ ହରାଇଲା ଇଂଲଣ୍ଡ

ଲିଡ୍ସ: ଏଠାରେ ଅନୁଷ୍ଠିତ ଆଶେସ କ୍ରିକେଟ ସିରିଜର ତୃତୀୟ ଟେଷ୍ଟରେ ଇଂଲଣ୍ଡ ୩ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଠ ସିରିଜ ୨-୧ ସ୍ଥିତିକୁ ଆସିଛି । ସିରିଜ ଏବେ ରୋମାଂଚକ ସ୍ଥିତିରେ ପଂହଚିଛି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଟେଷ୍ଟରେ ବିଜୟ ହାସଲ କରିଥିଲା । ୨୫୧…

ଟି୨୦ ସିରିଜ: ହରମନପ୍ରୀଙ୍କ ଅର୍ଦ୍ଧଶତକ ବଳରେ ବାଂଲାଦେଶକୁ ହରାଇଲା ଭାରତ

ମୀରପୁର: ହରମନପ୍ରୀତ କୌରଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ୭ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୦ ଓଭରରେ ୫ ୱିକେଟ ହରାଇ ୧୧୪ ରନ କରିଥିଲା । ଶୋରନା ଅଖତାର ୨୮, ସାଥୀ ରାଣୀ ୨୨ ଓ…

ଏହି ଗ୍ରାମରେ ପୁରୁଷଙ୍କ ପ୍ରବେଶ ମନା, ବଂଶ ବୃଦ୍ଧି ପାଇଁ ମହିଳା ବାହାରକୁ ଯାଆନ୍ତି

ନୂଆଦିଲ୍ଲୀ: ବିଚିତ୍ରମୟ ପୃଥିବୀ । ଆଉ ଏହାଠାରୁ ବଡ ବିଚିତ୍ର ଲୋକଙ୍କ ଚଳଣି । ଆପଣମାନେ କେବେ ବିଶ୍ୱାସ କରିବେ ଯେ, ଏପରି ଏକ ଗ୍ରାମ ଅଛି ଯେଉଁଠାରେ ପୁରୁଷଙ୍କ ପ୍ରବେଶ ମନା । ଆଫ୍ରିକାର କେନିୟାରେ ଏହି ଗ୍ରାମ ରହିଛି । ଏହାର ନାମ ଉମୋଜୋ । ବଂଶ ବୃଦ୍ଧି ପାଇଁ ମହିଳାମାନେ ଆବଶ୍ୟକ ବାହାରକୁ…

ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପାଇଁ ନୁହେଁ-କୋରାନ ପ୍ରଦର୍ଶନୀରେ ଏମିିତି ବାର୍ତ୍ତା ବାଣ୍ଟିଲେ ଅହମଦିୟା ମୁସଲିମ…

ଭୁବନେଶ୍ୱର:  ଅହମଦିୟା ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଭୁବନେଶ୍ୱର ମସଜିଦ ହମଦ ୟୁନିଟ୍ ୪ ଠାରେ ଏକ କୋରାନ ପ୍ରଦର୍ଶନୀର ଆୟୋଜନ କରାଯାଇଛି ।  ଆଧ୍ୟାତ୍ମିକ ଗୁରୁ ହଜରତ ମିର୍ଜା ମସରୁର ଅହମଦଙ୍କ ଆଦେଶ ଅନୁଯାୟୀ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । ଏହି ପ୍ରଦର୍ଶନୀ ମାଧ୍ୟମରେ ପବିତ୍ର…

ଗୁଜରାଟରୁ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିବେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର

ଭୁବନେଶ୍ୱର: କେନ୍ଦ୍ର ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର  ରାଜ୍ୟସଭା ନିର୍ବାଚନରେ ଗୁଜରାଟରୁ ନାମାଙ୍କନ ପତ୍ର ଦାଖଲ କରିବେ । ଜୟଶଙ୍କରଙ୍କ ରାଜ୍ୟସଭା କାର୍ଯକାଳ ଅଗଷ୍ଟ ମାସରେ ଶେଷ ହେବ । ତେଣୁ ଏହା ପୂର୍ବରୁ ସେ ରାଜ୍ୟସଭା ନିର୍ବାଚନରେ ସେ ଭାଗ ନେଇ ପାରନ୍ତି ବୋଲି କୁହାଯାଉଛି ।…

ରାଜଧାନୀରେ ନବ ବିବାହିତା ଇଞ୍ଜିନିୟରଙ୍କ ଆତ୍ମହତ୍ୟା; ଭଡ଼ାଘରୁ ମୃତଦେହ ଉଦ୍ଧାର

ଭୁବନେଶ୍ୱର:ରାଜଧାନୀରେ ନବ ବିବାହିତ ଯୁବ ଇଞ୍ଜିନିୟରଙ୍କ ଆତ୍ମହତ୍ୟା । ଭଡାଘରୁ ପୋଲିସ ଉଦ୍ଧାର କଲା ମୃତଦେହ । ମୃତ ଯୁବ ଇଞ୍ଜିନିୟରଙ୍କ ନାଁ ପୁଷ୍ପଲତା ସାହୁ । ପୁଷ୍ପଲତା ସାହୁ ହେଉଛନ୍ତି ଜଣେ ସଫ୍ଟୱେର ଇଂଜିନିୟର । ସେ  ଭୁବନେଶ୍ୱର ନୟାପଲ୍ଲୀ ଥାନା ୪୯୫ ପ୍ଲଟରେ ଭଡାଘରେ ରହୁଥିଲେ ।…

୧୩ ତାରିଖ ଯାଏ ବର୍ଷା: ଏହି ସବୁ ଜିଲ୍ଲାକୁ ଚେତାବନୀ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର:ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  ନେଇ ଚେତାବନୀ ଦେଲା ଭାରତୀୟ ପାଣିପାଗ ବିଭାଗ । ରବିବାର ଆଇଏମଡି ପକ୍ଷରୁ କୁହାଯାଇଛି, ସୋମବାର ସକାଳ ସୁଦ୍ଧା ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ସମ୍ବଲପୁର, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାର ଗୋଟିଏ ବା ୨ଟି ସ୍ଥାନରେ ପ୍ରବଳ ବର୍ଷା…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନୀ ହିଂସା: ଗଣତନ୍ତ୍ରର ହତ୍ୟା ହୋଇଛି କହି ଟିଏମସିକୁ ଘେରିଲା ବିଜେପି

ଓଡ଼ିଶା ସମ୍ବାଦ ବ୍ୟୁରୋ: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ନିର୍ବାଚନ ବେଳେ ବଙ୍ଗଳାରେ ବହୁ ହିଂସା ଦେଖିବାକୁ ମିଳିଛି। ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତ୍ରୀ ସ୍ମୃତି ଇରାନୀ ଟିଏମସିକୁ ଘେରିଛନ୍ତି। ଟିଏମସିକୁ ଟାର୍ଗେଟ କରି ସ୍ମୃତି ଇରାନୀ କହିଛନ୍ତି…

୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ: ବନ୍ଧୁକ, ଗୁଳି ସହ ୧୧ ଲକ୍ଷ ଟଙ୍କା ଜବତ

ସମ୍ବଲପୁର:  ସମ୍ବଲପୁର ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇଛି ।  ଏମାନଙ୍କଠାରୁ ୮ଟି ବନ୍ଧୁକ ଏବଂ ୨୨ଟି ଗୁଳି ଜବତ କରିଛି ପୋଲିସ । ଏଥି ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଛି ।…