Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ‘ଦୁର୍ନୀତିର ପୃଷ୍ଠପୋଷକତା’, ଆପ୍ ନେତା ସଞ୍ଜୟ ସିଂହ ଏପରି କାହିଁକି କହିଲେ?

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାଓ୍ବାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ତାଙ୍କୁ 'ଦୁର୍ନୀତିର ସବୁଠାରୁ ବଡ଼ ପୃଷ୍ଠପୋଷକ' ବୋଲି କହିଛି। ରବିବାର ଏନସିପିର…

ଭୁବନେଶ୍ବର ମଧ୍ୟ ବିଧାୟକଙ୍କ ବିରୋଧରେ ସକ୍ରିୟ ହେଉଛନ୍ତି ସ୍ଥାନୀୟ ନେତା!

ଭୁବନେଶ୍ୱର: ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଆଗାମୀ ବିଧାନସଭା ନିର୍ବାଚନ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ତାଙ୍କ ପ୍ରତିପକ୍ଷଠୁ ଯେତିକି ଆହ୍ବାନ ନାହିଁ ତାଠୁ ଅଧିକ ଆହ୍ବାନ ରହିଛି ଦଳୀୟ ନେତା ବା ପୂର୍ବତନ କର୍ପୋରେଟରଙ୍କଠୁ। ଯେଉଁମାନେ କି ୨୦୨୨ ମହାନଗର ନିଗମ…

ଟୁଜି ମୁକ୍ତ ଭାରତର ନାରା ଦେଲା ଜିଓ, ୧୨୩ ଟଙ୍କାରେ ମାସିକ ୧୪ ଜିବି ଡାଟା ସହ କଲ ସୁବିଧା

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୪ଜି ଫୋନ୍ “ଜିଓ ଭାରତ ଭି୨’କୁ ଉନ୍ମୋଚନ କରାଯାଇଛି । ଜିଓ ଭାରତ ଭି୨ ଅତ୍ୟନ୍ତ ସୁଲଭ ମୂଲ୍ୟ ୯୯୯ ଟଙ୍କାରେ ଉପଲବ୍ଧ ହେବ । ଭାରତରେ ଥିବା ୨୫ କୋଟି ୨ଜି ଗ୍ରାହକଙ୍କ ଉପରେ କମ୍ପାନୀର ନଜର ରହିଛି, ଯେଉଁମାନେ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଭଳି…

ହୋଟେଲ ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଜଟଣି: ସୋମବାର ସକାଳେ ଜଟଣୀର ସୀତାରାମ ଛକରେ ଥିବା ଏକ ହୋଟେଲ ରୁମରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ହୋଟେଲ ରେଜିଷ୍ଟରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଆସିଲୋ ଗାଁର ରଶ୍ମିତା ଜେନା ନାମକ ଜଣେ ଯୁବତୀ ନିଜର ପରିଚୟ ଦେଇ ହୋଟେଲରେ ରହିଥିଲେ। ତାଙ୍କ ସହ…

ଆଇଏଏସ ସ୍ତରରେ ଛୋଟ ଅଦଳ ବଦଳ, ଯାମିନୀ ଷଡ଼ଙ୍ଗୀ ହେଲେ ପ୍ରକଳ୍ପ ନିର୍ଦ୍ଦେଶକ

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଏକ ଛୋଟିଆ ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି। ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ (ଓଏଭିଏସ୍)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ୨୦୦୮ ବ୍ୟାଚର ଏହି ଆଇଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ…

ମୟୂରଭଞ୍ଜରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କାରଖାନା ଜବତ, ଦୁଇ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ଅସ୍ତ୍ରଶସ୍ତ୍ର ତିଆରି କରୁଥିବା ଏକ ୟୁନିଟକୁ ଠାବ କରିବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ମୟୂରଭଞ୍ଜ ଏସପି ବାତୁଳ ଗଙ୍ଗାଧର କହିଛନ୍ତି, ନିକଟରେ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଶିକାରୀମାନେ ଜଣେ…

ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କଠୁ ଚୋରି, ଗିରଫ ହେଲେ ୮୭ ଲୁଟେରା

ପୁରୀ: ରଥଯାତ୍ରାରେ ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ମୋବାଇଲ ଓ ମନିପର୍ସ ଲୁଟପାଟ୍ କରିଥିବା ୮୭ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଏମାନଙ୍କ ଠାରୁ ୧୨୩ଟି ମୋବାଇଲଫୋନ୍ ଜବତ ହୋଇଛି। ଏନେଇ ସୋମବାର ଟାଉନ ଥାନା ଡିଏସ୍‌ପି କେ.କେ ହରିପ୍ରସାଦ ସୂଚନା ଦେଇଛନ୍ତି। ରଥଯାତ୍ରାରେ…

ରାଜ୍ୟରେ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ, ପୂର୍ବ ବର୍ଷ ତୁଳନାରେ କମ୍

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ସୋମବାର ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରୁ ୧୧ ହଜାର ୪୬୪ଟି ନମୁନା ପରୀକ୍ଷା ପରେ ମୋଟ ୧୮୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କିନ୍ତୁ ଆଶ୍ବସ୍ତକିର କଥା ହେଲା ଗତବର୍ଷ ଏହି ସମୟ ମଧ୍ୟରେ ୫,୯୮୧ଟି ପରୀକ୍ଷା କରାଯାଇଥିବା…

ରୁଷ ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ କରୁଛି ମାରାତ୍ମକ କୀଟ ପତଙ୍ଗ !

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୱାଗନର ଗ୍ରୁପର ଆନ୍ଦୋଳନ ପରେ ଏହି ଯୁଦ୍ଧ କିଛି ମାତ୍ରାରେ ଥମି ଯାଇଥିଲା । ଏହା ପରେ ରୁଷ ପୁନର୍ବାର ୟୁକ୍ରେନର ଉପରେ ଜୋରଦାର ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ରୁଷର ସଂସଦୀୟ ସମିତି ପ୍ରମୁଖ ଇରିନା ୟାରାବାୟାଙ୍କ ଏକ ବୟାନ ଏବେ…

ଚୟନ କମିଟି ମୂଖ୍ୟ ଦୌଡରେ ସବୁଠାରେ ଆଗରେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ମୂଖ୍ୟ ଦୌଡରେ ଅଜିତ ଅଗରକର ସବୁଠାରୁ ଆଗରେ ରହିଛନ୍ତି । ଏହି ପୂର୍ବତନ ଆନ୍ତର୍ଜାତୀୟ ପେସ ବୋଲର ଶେଷ ଦିନ ଏହି ପଦ ପାଇଁ ଆବେଦନ କରିଥିଲେ । ପୂର୍ବତନ ଚେୟାରମ୍ୟାନ ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ ଫସିବା ପରଠାରୁ ଏହି ପଦ ଖାଲି…