Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
ଫୁଲବାଣୀ:ଫୁଲବାଣୀରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍ । ଜଣେ ଜୀବନ୍ତ ଦଗ୍ଧ । ଦୁଇ ଜଣ ଗୁରୁତର ଫୁଲବାଣୀ ମେଡିକାଲରେ ଭର୍ତ୍ତି । କାରରେ କେତେଜଣ ଥିଲେ ଜଣା ପଡିନାହିଁ । ନିଆଁକୁ ଆୟତ୍ତ କଲା ଫୁଲବାଣୀ ଅଗ୍ନିଶମ ବାହିନୀ । ଭେଟଖୋଲ ଘାଟି ପୂର୍ବରୁ ଦାତପାଜୁରେ ଏହି…