Latest Odisha News

BREAKING NEWS

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବ ସବ ଜୁନିୟର ଜାତୀୟ ଚାମ୍ପିୟନଶିପ

ରାଉରକେଲା: ହକି ବିଶ୍ୱକପ ଓ ଏଫଆଇଏଚ ପ୍ରୋ ଲିଗର ସଫଳ ଆୟୋଜନ ପରେ ଏବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆୟୋଜିତ ହେବାକୁ ଯାଉଛି ୧୩ତମ ଜାତୀୟ ଜୁନିୟର ଚାମ୍ପିୟନଶିପ ।ସର୍ବାଧିକ ଦର୍ଶକ ବସି ପାରୁଥିବା ଏହି ଷ୍ଟାଡିୟମରେ ସବ ଜୁନିୟର ମହିଳା (ମେ ୪ରୁ ୧୪) ଓ ପୁରୁଷ (ମେ ୧୮ରୁ ୨୮ )ଉଭୟ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଶୀର୍ଷରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ସଦ୍ୟ ପ୍ରକାଶିକ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟେଷ୍ଟ ର‌୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଭାରତ ଏକ ନମ୍ବର ସ୍ଥାନ ହାସଲ କରିଛି । ଭାରତ ୨୫ ମ୍ୟାଚରେ ୩୦୩୧ ରେଟିଂ ପଂଏଟ ପାଇଛି । ଏଥିସହ ଓଭରାଲ ୧୨୧ ପଂଏଟ ସହ ଶୀର୍ଷରେ ରହିଛି । ଅଷ୍ଟ୍ରେଲିଆ ୧୧୬ ପଂଏଟ ସହ ଦ୍ୱିତୀୟ…

ରାଜମହଲ ଛକରେ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ କାରକୁ ଧକ୍କା ଦେଲା ମୋ ବସ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ରାଜଭବନ ଛକ ନିକଟରେ ମୋ ବସର ଧକ୍କାରେ ଗୋଟିଏ ବଡ ବିପଦରୁ ବର୍ତ୍ତିଯାଇଛନ୍ତି ଆଇଏଏସ ଅଧିକାରୀ। ଯଦିଓ ତାଙ୍କ କାରଟି ଧକ୍କା ହୋଇଛି ଆଉ ଗାଡିଟିର ପଛ ସାଇଡ ଚେପା ହୋଇଯାଇଛି କିନ୍ତୁ ଆଇଏଏସ ଅଧିକାରୀ ଏବଂ ତାଙ୍କ ଡ୍ରାଇଭର ସୁରକ୍ଷିତ ରହିଛନ୍ତି, ସାମାନ୍ୟ ଆହତ…

ଗରିଆ ବନ୍ଧରେ ସିଆରପିଏଫ ଯବାନଙ୍କ ଏନକାଉଣ୍ଟର, ଜଣେ ମାଓବାଦୀ ନିହତ

ବିଳାଶପୁର: ଛତିଶଗଡ ଦନ୍ତେଓ୍ବାଡା ମାଓ ଆକ୍ରମଣ ପରେ ସିଆରପିଏଫ ଯବାନ ଓ ଗରିଆବନ୍ଧ ପୋଲିସର ମିଳିତ ଅପରେସନ ଜୋରଦାର ହୋଇଛି। ଛତିଶଗଡ଼ ଜୁଗାଡ଼ ଥାନା କର୍ଲାଗୁଡ଼ା ଜଙ୍ଗଲରେ ସିଆରପିଏଫ ଯବାନ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଅପରେସନ ବେଳେ ହୋଇଥିବା ଏହି ଗୁଳିବିନିମୟରେ କୋବରା…

୧୦ ବର୍ଷ ପରେ ପୁଣି ପଡିଆରେ ଦେଖିବାକୁ ମିଳିଲା କୋହଲି-ଗମ୍ଭୀରଙ୍କ ଅଶାନ୍ତି

ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏବେ ଚର୍ଚ୍ଚାର କାରଣ ସାଜିଛି । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ମୁହାଁମୁହିଁ ହେବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ ପରେ ଉଭୟ ଦଳର ଖେଳାଳି ହାତ ମିଳାଉଥିବା…

ବରଗଡ ଓ କଳାହାଣ୍ଡି ସମେତ ୫ ଜିଲ୍ଲାରେ ହାଇ ଆଲର୍ଟ ଜାରି

ଭୁବନେଶ୍ୱର: ଛତିଶଗଡର ଦନ୍ତେଓ୍ୱାଡା ଆରାନପୁର ରାସ୍ତାରେ ମାଓବାଦୀଙ୍କ ଦ୍ୱାରା ହୋଇଥିବା ମାରାତ୍ମକ ଆଇଇଡି ବିସ୍ଫୋରଣ ପରେ ଓଡିଶା ସରକାର ସତର୍କ ହୋଇଛନ୍ତି। ମଙ୍ଗଳବାର ଓଡ଼ିଶା ପୋଲିସର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ ଛତିଶଗଡ ସୀମାବର୍ତ୍ତୀ ଆଉ ଦୁଇଟି ଜିଲ୍ଲାକୁ ଏହି ସତର୍କ ସୂଚନା…

କୋଟିଆର ସୀମା ନିର୍ଦ୍ଧାରଣ ଦାବି କଲା ବିଜେପି, ସମାଧାନ ପାଇଁ କେନ୍ଦ୍ରକୁ ଆହ୍ୱାନ କଲା ବିଜେଡି

ଭୁବନେଶ୍ୱର: କୋଟିଆକୁ ଓଡ଼ିଶା ସରକାରଙ୍କ ଅଧିକାରୀ ଯାଉନାହାନ୍ତି। ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇ ଏହାର ସୀମା ନିର୍ଦ୍ଧାରଣ କରାଯାଉ। ଆଉ ଏଠିକାର ଲୋକଙ୍କୁ ନିଜର ହକ ମିଳୁ। ଏହା ଦାବି କରିଛି ବିଜେପି। ସୋମବାର କୋଟିଆ ଗସ୍ତରେ ଆସି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ ଦୋରା ଆନ୍ଧ୍ର…

ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଉଦ୍ଧବଙ୍କୁ ଭେଟିଲେ ପାଓ୍ୱାର, କିଏ ହେବେ ଦଳର ନୂଆ ଅଧ୍ୟକ୍ଷ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରରେ ରାଜନୀରେ ବଡ ହଲଚଲ ଦେଖିବାକୁ ମିିିଳିଛି। ଏହି ରାଜନୈତିକ ହଲଚଲ ଏନସିପି ସଭାପତି ପଦକୁ ନେଇ ରହିଛି। ବରିଷ୍ଠ ନେତା ଶରଦ ପାୱାର ମଙ୍ଗଳବାର ଦଳର ସଭାପତି ପଦ ଛାଡିଛନ୍ତି। ଦଳର ନେତାମାନେ ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ…

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ଵ ଗ୍ରହଣ କଲେ ଆଇଏଏସ ରଞ୍ଜନ ଦାସ 

ପୁରୀ: ଶ୍ରୀମନ୍ଦିର ନୂତନ ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଇଏଏସ ରଞ୍ଜନ କୁମାର ଦାସ  । ସେ  ପୂର୍ବତନ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଠାରୁ  ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ଵ ଗ୍ରହଣ କରିବା ପରେ ସେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ,ଉପଜିଲ୍ଲାପାଳ ଓ…

ପ୍ରଥମେ ରାମ, ଏବେ ବଜରଙ୍ଗ ବାଲି କହୁଥିବା ବ୍ୟକ୍ତିଙ୍କୁ ତାଲା ପକାଇବାକୁ ଚାହୁଁଛି କଂଗ୍ରେସ-ମୋଦି

ବେଙ୍ଗାଲୁର: କର୍ଣ୍ଣାଟକ ନିର୍ବାଚନକୁ ନେଇ ମୁହାଁମୁହିଁ ବିଜେପି-କଂଗ୍ରେସ  । କଂଗ୍ରେସ ତା’ର ନିର୍ବାଚନୀ ଘୋଷଣାନାମରେ ବଜରଙ୍ଗ ଦଳ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛି । ଏହାକୁ ନେଇ ବର୍ଷିଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରି…