ଅଭୁଲା ଗୀତ : ଦିଲ୍ ଦେବି
ସଙ୍ଗୀତ : ବାଳକୃଷ୍ଣ ଦାଶ
ଗୀତ : ନାରାୟଣ ପ୍ରସାଦ ସିଂହ
ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ
ଚଳଚ୍ଚିତ୍ର : ନୂଆବୋଉ, ୧୯୬୨
ଦିଲ୍ ଦେବି
ଦିଲ୍ ଦେବି
ଦିଲ୍ ଦେବିରେ
ବସାଇବି ନେଇ ତୋତେ
ଦିଲ୍ର ମଞ୍ଜିଲ୍ରେ
ଦିଲ୍ ଦେବି ଦିଲ୍ ଦେବି
ଦିଲ୍ଟା ଦେବି ମୋର କାଟିରେ…