ଅକ୍ଷୟ ତୃତୀୟାରେ ବିଜେଡିର ଗୃହ ପ୍ରବେଶ; ଦଳର ସ୍ଥାୟୀ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ ଉଦ୍ଘାଟିତ
ଭୁବନେଶ୍ୱର: ଆଜି ଅକ୍ଷୟ ତୃତୀୟା ଅବସରରେ ବିଜେଡିର ଗୃହ ପ୍ରବେଶ। ଉଦ୍ଘାଟନ ହେଲା ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନ। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ସ୍ଥାୟୀ କାର୍ଯ୍ୟାଳୟ ଶଙ୍ଖ ଭବନକୁ ଉଦଘାଟନ କରିଛନ୍ତି।
ଅଢ଼େଇ ଏକର ଜାଗାରେ ନିର୍ମିତ ହୋଇଛି ଏହି ୩ ମହଲା ବିଶିଷ୍ଟ ଶଙ୍ଖ…