ଆଦିବାସୀଙ୍କ ଘରେ ପଖାଳ ଖାଇ ଟ୍ରୋଲ ହେଲେ ସମ୍ବିତ ପାତ୍ର
ଭୁବନେଶ୍ୱର: ପ୍ରଶଂସା ସାଉଁଟିବାକୁ ଯାଇ ଫସିଗଲେ ସମ୍ବିତ ପାତ୍ର । ନେତା ହେଲେ ବି ସେ ଜଣେ ସାଧାରଣ ଜନତା। ଏହା ପ୍ରମାଣ କରିବାକୁ ଯାଇ ଏବେ ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନିଜ ଟୁଇଟର ପେଜରେ ନିଜେ ସେୟାର କରିଥିବା ଏକ ଫଟୋକୁ ନେଇ ଖୁବ ଟ୍ରୋଲ ହୋଇଛନ୍ତି ସମ୍ବିତ ।
ବିଜେପି…