ଆପକୁ ମିଳିଲା ଜାତୀୟ ରାଜନୈତିକ ଦଳର ମାନ୍ୟତା, ମମତା ଓ ପାଓ୍ୱାରଙ୍କ ପାର୍ଟିକୁ ଝଟକା
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି (ଆପ)କୁ ମିଳିଲା ଜାତୀୟ ଦଳର ମାନ୍ୟତା। ସୋମବାର ନିର୍ବାଚନ କମିସନ ଏହି ମାନ୍ୟତା ପ୍ରଦାନ କରିଛନ୍ତି। ଏଥିସହ ଶରଦ ପାଓ୍ୱାରଙ୍କ ଏନସିପି, ସିପିଆଇ ଏବଂ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଜାତୀୟ ଦଳ…