Jag Laadki Tanker Reaches Gujarat: ଚାଲିଛି ଯୁଦ୍ଧ, ଭାରତରେ ପହଞ୍ଚୁଛି ଜାହାଜ ପରେ ଜାହାଜ
ନୂଆଦିଲ୍ଲୀ: ତେଲ ସଙ୍କଟରେ ବିଶ୍ଵ
ଭାରତ ବନ୍ଦରରେ ଲାଗୁଛି ଜାହାଜ ପରେ ଜାହାଜ
ଭାରତୀୟ ପତାକା ଦେଖି ବାଟ ଖୋଲିଦେଉଛି ଇରାନ
ପଶ୍ଚିମ ଏସିଆରେ ଏବେ ନୂଆ ଜଳୁଥିବା ବେଳେ ହର୍ମୂଜ ପାର ହେଉଛି ଭାରତୀୟ ଜାହାଜ। ସୁରକ୍ଷିତ ଭାବେ ଭାରତୀୟ ବନ୍ଦରରେ ଲାଗୁଛି। ଦେଶରେ ଏଲପିଜି ଯୋଗାଣ ଅଭାବ…