‘ମୁଁ ଏତେ ତଳକୁ ଖସି ଯାଇ ନାହିଁ…’ : ବିଜୟଙ୍କ ପ୍ରତି ଈର୍ଷା କରୁଥିବା ଗୁଜବକୁ ନେଇ ଅସନ୍ତୋଷ…
ଚେନ୍ନାଇ: ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରଠାରୁ ସୋସିଆଲ ମିଡିଆରେ ଏକ ଗୁଜବ ସୃଷ୍ଟି ହୋଇଛି। କିଛିଦିନ ତଳେ ସାଉଥ ସୁପରଷ୍ଟାର ରଜନୀକାନ୍ତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କୁ ଭେଟିଥିଲେ। ଯହାକୁ ନେଇ ରାଜ୍ୟରେ ନାନା ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ…