Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
ଭୁବନେଶ୍ବର:କମିଶନରେଟ ପୋଲିସକୁ ବଡ଼ ସଫଳତା । ୧୨ଜଣ ଅନ୍ତଃରାଜ୍ୟ ସାଇବର ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ । ଏଥିରେ ବିହାରର ୭, କେରଳର ୪, ଓଡ଼ିଶାରୁ ଜଣେ ଗିରଫ ।
ମେସୋ,naptol, Kerala ଲଟେରି, ବଜାଜ୍ ଫାଇନାସ, ଆଦି ନାମରେ ଖୋଲି ଲଟେରି ବ୍ୟବସ୍ଥା କରି ସାରା ଭାରତ ବର୍ଷରେ…