Latest Odisha News

BREAKING NEWS

ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡି. ଓ୍ୱାଇ ଚନ୍ଦ୍ରଚୁଡ଼ ଶନିବାର କହିଛନ୍ତି, ସମ୍ବିଧାନ ହେଉଛି ସ୍ୱଶାସନର ଏକ ଦସ୍ତାବିଜ, ନିରବ ରହିଲେ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ତେଣୁ ସେ ଛାତ୍ରଛାତ୍ରୀ ଓ ଆଇନ ସ୍ନାତକମାନଙ୍କୁ ପରାମର୍ଶ ଦେବା ସହ ଏହା ଉପରେ ଆଲୋଚନା ଓ କଥା ହେବା ଆବଶ୍ୟକ ବୋଲି…

ଭଗ୍ନାବଶେଷ ତଳେ ଚାପି ହୋଇଥିବାରୁ ପରିଚୟ ମିଳୁନଥିଲା, ହାତରେ ଓଁ ଲେଖାଥିବା ଦେଖି ସ୍ପଷ୍ଟ ହେଲା ଭାରତୀୟ

ନୂଆଦିଲ୍ଲୀ:  ଫେବୃଆରୀ ୬ ରେ ତୁର୍କୀରେ ୭.୮ ତୀବ୍ରତାର ହୋଇଥିବା ଭୂକମ୍ପରେ ଭାରତର ବିଜୟ କୁମାରଙ୍କ ମୃତ୍ୟୁ ଘଟିଛି। ସେ ଉତ୍ତରାଖଣ୍ଡର ପୌରୀ ଜିଲ୍ଲାର ବାସିନ୍ଦା ଥିଲେ ଏବଂ ସରକାରୀ କାର୍ଯ୍ୟରେ ତୁର୍କୀ ଯାଇଥିଲେ। ସେ ରହୁଥିବା ସେହି ହୋଟେଲର ଆବର୍ଜନାରୁ ତାଙ୍କ ମୃତଦେହ ମିଳିଛି। ଭୂକମ୍ପ…

ଆତଙ୍କବାଦୀ ଲିଙ୍କ୍, କଟକ ସାଲେପୁରରୁ ଗିରଫ ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କଟକ ସାଲେପୁରରୁ ଅଲକାଏଦା ଲିଙ୍କରେ ଗିରଫ ହୋଇଥିବା ଅବଦୁର ରେହମାନ ଦୋଷୀ ସାବ୍ୟସ୍ତ। ଦିଲ୍ଲୀର ପଟିଆଲା କୋର୍ଟ ରେହମାନ ଆତଙ୍କବାଦୀ ଲିଙ୍କରେ ଥିବା ନେଇ ସ୍ପଷ୍ଟ କରିବା ସହିତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୪ ତାରିଖରେ ଅବଦୁଲ ରେହମାନ ଦଣ୍ଡ ଘୋଷଣା କରାଯିବ। ଭାରତରୁ ଲୁଚି…

ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି: ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁ଼ଡା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଝାରସୁଗୁଡ଼ା ଜିଲ୍ଲା ଗସ୍ତରେ ଆସିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସାମଗ୍ରିକ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ…

ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପ: ନୂତନ ଜାତୀୟ ରେକର୍ଡ ସ୍ଥାପନ କଲେ ଓଡିଶାର ଜ୍ୟୋତି

ଭୁବନେଶ୍ୱର: କାଜକସ୍ତାନରେ ଚାଲିଥିବା ଏସିଆନ ଇନଡୋର ଆଥଲେଟିକ୍ସ ଚାମ୍ପିୟନଶିପରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ଜ୍ୟୋତି ୟାରାଜୀ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ୬୦ ମିଟର ହର୍ଡଲ୍ସରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୮.୧୬ ସେକେଣ୍ଡ ସମୟ ନେଇ ତାଙ୍କ…

ରାଜ୍ୟ ସରକାର କୋଟେରୀ ଦ୍ୱାରା ହାଇଜାକ: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶାରେ ଗଣତନ୍ତ୍ର ନାହିଁ। ରାଜ୍ୟର ଶାସନ ବ୍ୟବସ୍ଥା ଏକ କୋଟେରୀ ଦ୍ୱାରା ହାଇଜାକ ( ଅନ୍ୟଙ୍କ ଦ୍ୱାରା ନିୟନ୍ତ୍ରିତ ହେବା) ହୋଇଛି। ରାଜ୍ୟର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେବାର ଦିନକ ପରେ ଏହା କହିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସ : ୯ମ ସ୍ଥାନରେ ରହି ଓଡିଶା ଶେଷ କଲା ଅଭିଯାନ

ଭୋପାଳ: ଏଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ଓଡିଶା ୯ମ ସ୍ଥାନରେ ରହି ତାର ଅଭିଯାନ ଶେଷ କରିଛି । ଗତ ସଂସ୍କରଣ ତୁଳନାରେ ଓଡିଶା ଆଥଲେଟଙ୍କ ପ୍ରଦର୍ଶନ ଏଥର ପ୍ରଶଂସନୀୟ ରହିଥିଲା । ଗତ ସଂସ୍କରଣରେ ୨୬ତମ ସ୍ଥାନରେ ଓଡିଶା ରହିଥିଲା । ପ୍ରଥମ ଥର ପାଇଁ ଓଡିଶା କାୟାକିଙ୍ଗ ଆଣ୍ଡ…

ସରିଲା ଗୋପାଳର ନାର୍କୋ ଟେଷ୍ଟ, ଏଥର ସତ ସାମ୍ନାକୁ ଆସିବ ତ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସଙ୍କର ନାର୍କୋ ଟେଷ୍ଟ ଶେଷ ହୋଇଛି। ହତ୍ୟା ଘଟଣାକୁ ୧୪ ଦିନ ବିତିଛି। ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ଦେଇଛନ୍ତି। ଆଉ ତଦନ୍ତର ତଦାରଖ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି…

ଇଟାନଗର ଉପନିର୍ବାଚନ: ନିର୍ବିରୋଧୀ ଭାବେ ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ

ଇଟାନଗର: ଅରୁଣାଚଳ ପ୍ରଦେଶର ଇଟାନଗର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀନୀ ତସେରିଙ୍ଗ ଲହମୁ ନିର୍ବିରୋଧୀ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଆସନରୁ ତାଙ୍କ ପତି ୨୦୦୯ଠାରୁ କ୍ରମାଗତ ଭାବେ ନିର୍ବାଚନ ଜିତି ଆସୁଥିଲେ । ଗତ ବର୍ଷ ନଭେମ୍ବରରେ ତାଙ୍କର ୪୮ ବର୍ଷରେ ପରଲୋକ ହୋଇ ଯାଇଥିଲା ।…

ହାଲ କର୍ମଚାରୀ ହନିଟ୍ରାପର ଶିକାର; ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତସ୍ଥାନରେ ସିବିଆଇ ଜେରା କରୁଥିବା ସୂଚନା ରହିିଛି। ୨ କର୍ମଚାରୀ ହେଲେ…