Latest Odisha News

BREAKING NEWS

ହାଲ କର୍ମଚାରୀ ହନିଟ୍ରାପର ଶିକାର; ଦୁଇ କର୍ମଚାରୀଙ୍କୁ ଉଠାଇ ନେଲା ସିବିଆଇ

କୋରାପୁଟ: ହନିଟ୍ରାପର ଶିକାର ହୋଇ ଡାଟା ଲିକ କରୁଥିବା ଅଭିଯୋଗ, କୋରାପୁଟ ହାଲର ଦୁଇ କର୍ମଚାରୀଙ୍କୁ ଉଠାଇନେଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ। ସକାଳଠୁ ଦୁଇ କର୍ମଚାରୀଙ୍କୁ ଉଠାଇ ନେଇ କୌଣସି ଅଜ୍ଞାତସ୍ଥାନରେ ସିବିଆଇ ଜେରା କରୁଥିବା ସୂଚନା ରହିିଛି। ୨ କର୍ମଚାରୀ ହେଲେ…

ଆସନ୍ତୁ ଜାଣିବା କଣ ପାଇଁ ଛାତ୍ରଙ୍କଠାରୁ ଚଢ଼ା ଦରରେ ଚୀନ କିଣୁଛି ଶୁକ୍ରାଣୁ

ବେଜିଂ: ଚୀନ ସରକାର ଏବେ ଛାତ୍ରଙ୍କଠାରୁ ଚଢ଼ା ଦାମରେ ଶୁକ୍ରାଣୁ କିଣିବାରେ ଲାଗିଛି । ଏହା ମାଧ୍ୟମରେ ସେମାନେ ଭଲ ଅର୍ଥ ରୋଜଗାର କରୁଥିଲେ ମଧ୍ୟ ଚୀନ କଣ ପାଇଁ ଏହା କରୁଛି ତାହା ସ୍ପଷ୍ଟ ହୋଇନି । ଦ୍ରୁତ ବେଗରେ ଜନସଂଖ୍ୟା ହ୍ରାସ ହେଉଥିବାରୁ ଏହାକୁ ବୃଦ୍ଧି କରିବା ପାଇଁ ଏହି ରଣନୀତି…

ଅଣ ଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହେଲେ ଜାଡେଜା

ନାଗପୁର: ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଶୋଚନୀୟ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି । ତେବେ ଏହି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କିନ୍ତୁ ଅଣଖେଳୁଆଡ ମନୋଭାବ ନେଇ ଦଣ୍ଡିତ ହୋଇଛନ୍ତି । ସେ ପ୍ରଥମ ଇନିଂସରେ ବାମ ହାତର ବିଶି…

ସ୍ପିନ ଚକ୍ରବ୍ୟୁହରେ ଧ୍ୱସ୍ତ ହେଲା କଙ୍ଗାରୁ ଦୁର୍ଗ: ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ଇନିଂସ ପରାଜୟ

ନାଗପୁର: ଭାରତ ରଚିଥିଲା ସ୍ପିନ ଚକ୍ରବ୍ୟୁହ । ସମସ୍ତ ସତର୍କ ଓ ଭବିଷ୍ୟବାଣୀ ସତ୍ୱେ ଅଷ୍ଟ୍ରେଲିଆ କିଛି କରିପାରି ନ ଥିଲା । ମାତ୍ର ୩ଦିନରେ ଭାରତ ଏକ ଇନିଂସ ୧୩୨ ରନରେ ଅଷ୍ଟ୍ରେଲିଆକୁ ପ୍ରଥମ କ୍ରିକେଟ ଟେଷ୍ଟରେ ପରାସ୍ତ କରିଛି । ଏଥିସହ ଭାରତ ୪ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ…

ବେଦାନ୍ତର ଜାମକାନୀ କୋଇଲା ଖଣିରେ ଆରମ୍ଭ ହେଲା ଖନନ କାର୍ଯ୍ୟ

ସୁନ୍ଦରଗଡ : ଆନ୍ଦୋଳନରେ ବସିଥିବା ବିସ୍ଥାପିତ ମାନଙ୍କ ସହ ବେଦାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଆଲୋଚନା ସଫଳ ହୋଇଛି । ସମସ୍ତଙ୍କ ସହମତିରେ ଚୁକ୍ତିନାମା କରାଯାଇ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଖଣି କାର୍ଯ୍ୟ ଆରମ୍ଭ କରାଯାଇଛି। ବିଭିନ୍ନ ଦାବି  ଉପରେ ଆଲୋଚନା କରାଯାଇ ଆଜି ଏହି…

ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ଏଟିଏମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

କୋରାପୁଟ: ଦାମୀ ଗାଡିରେ ଆସିଲେ, ଫିଲ୍ମ ଷ୍ଟାଇଲରେ ଲୁଟ୍ କରି ଜାଳିଦେଲେ ଏଟିଏମ୍ । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ । ରାତି ପ୍ରାୟ ୩ଟା ୩୦ମି ରୁ ୩ଟା ୪୫ମି ମଧ୍ୟରେ ଏସବିଆଇ ଏଟିଏମରୁ ଚୋରି ହୋଇଛି ।…

ଧର୍ମଶାଳାରେ ହୋଇ ନ ପାରେ ତୃତୀୟ ଟେଷ୍ଟ

ଧର୍ମଶାଳା: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଗାଭାସ୍କର-ବର୍ଡର ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଧର୍ମଶାଳାରେ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଧର୍ମଶାଳା ବଦଳରେ ବିଶାଖପଟନମ, ରାଜକୋଟ, ପୁଣେ କିମ୍ବା ଇନ୍ଦୋରରେ ମ୍ୟାଚ ହୋଇପାରେ । ବିସିସିଆଇର ଏକ ସ୍ୱତନ୍ତ୍ର ଟିମ ଧର୍ମଶାଳା…

ବ୍ରେନକୁ ଶକ୍ତିଶାଳୀ କରିବାକୁ ନିଜକୁ ନିଜେ କଂରେଟ ନେଉଛନ୍ତି ରୋଗୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ଏଥିରେ ସଂକ୍ରମିତ ହୋଇଥିବା ଅନେକ ବ୍ୟକ୍ତିଙ୍କ ମେମୋରୀ ଲସ ହେଉଥିବା ଅଭିଯୋଗ ଆସୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ଏ ନେଇ ପୂର୍ବରୁ ସତର୍କ କରାଇ ଦେଉଛନ୍ତି । ଏବେ କିନ୍ତୁ ନିଜକୁ ନିଜେ କଂରେଟ ନେଇ ମେମୋରୀ ଲସରୁ ମୁକୁଳିବା ପାଇଁ କେତେକ ବ୍ୟକ୍ତି…

‘ଗୋ ଆଲିଙ୍ଗନ’ ଦିବସ ପାଳିବାକୁ ପ୍ରଥମେ କିଏ ଆଇଡିଆ ଦେଇଥିଲେ ?

ନୂଆଦିଲ୍ଲୀ: ଫେବୃଆରୀ ୧୪ ଭାଲେନଟାଇନ୍ ଡେ ବା ପ୍ରେମ ଦିବସ। ଏହି ଦିନ ଗୋ ଆଲିଙ୍ଗନ ଦିବସ ରୂପେ ପାଳନ କରିବାକୁ ଏକ ନୋଟିସ୍ ଜାରି ହୋଇଥିଲା ଦେଶର ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ। ଯାହାକୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ସମର୍ଥନ କରିଥିଲେ। ଏହାପରେ ବିବାଦ ଦେଖାଦେବା ପରେ ନୋଟିସ…

କୋର୍ଟରେ ମୁହାଁମୁହିଁ ହେବେ ଆଦାନୀ- ହିଣ୍ଡେନବର୍ଗ: ପ୍ରତିଷ୍ଠିତ ଲ’ କମ୍ପାନୀ ରଖିବ ଆଦାନୀଙ୍କ ପକ୍ଷ

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଏବଂ ଆମେରିକାର  ହିଣ୍ଡେନବର୍ଗ ଏବେ ଆହୁରି ମୁହାଁମୁହିଁ ହେବାକୁ ଯାଉଛନ୍ତି। ଆଦାନୀ ଗ୍ରୁପ୍ ହିଣ୍ଡେନବର୍ଗ ବିରୋଧରେ କୋର୍ଟରେ ଜୋରଦାର ଲଢ଼େଇ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଗୌତମ ଆଦାନୀଙ୍କ ନେତୃତ୍ୱାଧୀନ ଗ୍ରୁପ୍ ଆମେରିକାର ଅନ୍ୟତମ ବଡ଼ ତଥା…