Latest Odisha News

BREAKING NEWS

ୟୁକ୍ରେନକୁ ଚୋରାରେ ରକେଟ ସପ୍ଲାଇ କରୁଛି କି ପାକିସ୍ତାନ ?

କୀଭ:ରୁଷ-ୟୁକ୍ରେନ ଯୁଦ୍ଧରୁ ଫାଇଦା ନେବାକୁ ଚେଷ୍ଟା କରୁଛି ପାକିସ୍ତାନ । ରିପୋର୍ଟ ମୁତାବକ ପାକିସ୍ତାନ ସରକାର ଚୋରାରେ ୟୁକ୍ରେନକୁ ରକେଟ ସପ୍ଲାଇ କରୁଛି । ଜର୍ମାନୀ ଓ ପୋଲାଣ୍ଡ ରାସ୍ତା ଦେଇ ପାକିସ୍ତାନ ୧୦ ହଜାର ରକେଟ ପଠାଇଥିବା ଅନୁମାନ କରାଯାଉଛି । ରୁଷ ପକ୍ଷରୁ ଏ ନେଇ କୌଣସି ବୟାନ…

ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ କମାଲ କଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ଭୋପାଳ: ଖେଲୋ ଇଣ୍ଡିଆ ୟୁଥ ଗେମ୍ସରେ ବଲିଉଡର ଲୋକପ୍ରିୟ ଅଭିନେତା ଆର.ମାଧବନଙ୍କ ପୁତ୍ର ବେଦାନ୍ତ ମାଧବନ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୫ଟି ସ୍ୱର୍ଣ୍ଣ ଓ ୨ ରୌପ୍ୟ ପଦକ ଜିତିଛନ୍ତି । ମାଧବନ ପୁଅର ସଫଳତାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ବେଦାନ୍ତ ପକେଇଥିବା ସମସ୍ତ ପଦକର ଫଟୋ…

ପୋଖରୀରେ ବୁଡି ୧୨ ବର୍ଷର ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଲୁଅଝରଣ ଗାଁରେ ଅଘଟଣ। ପୋଖରୀରେ ବୁଡ଼ି ୧୨ବର୍ଷ ବାଳକର ମୃତ୍ୟୁ ହୋଇଛି। ମୃତ ବାଳକ ଜଣକ ସୁରେଶ ବିଶ୍ୱାଳଙ୍କ ପୁଅ ଆଶୁତୋଷ ବିଶ୍ଵାଳ। ଆଶୁତୋଷ ଆଜି ଦିନ ୧ଟା ସମୟରେ ଘର ପାଖ ପୋଖରୀକୁ ଗାଧୋଇବାକୁ ଯାଇଥିଲା। ହେଲେ ହଠାତ୍…

ଭଗବାନ ବଜରଙ୍ଗ ୱାଲୀଙ୍କୁ ନୋଟିସ ପଠାଇଲା ରେଳ ବିଭାଗ

ମୁରୈନା: ମଧ୍ୟପ୍ରଦେଶ ମୁରୈନାରେ ରେଳ ବିଭାଗର ଏକ ନୋଟିସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଭଗବାନ ବଜରଙ୍ଗୱାଲୀଙ୍କୁ ଅତିକ୍ରମଣ ହଟେଇବା ପାଇଁ ଏହି ନୋଟିସ ଦିଆଯାଇଛି । ୭ ଦିନ ପରେ ନ ହଟିଲେ ରେଳ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଦିଆଯାଇଛି । ଗ୍ୱାଲିୟର-ଶୈୟପୁରର…

କଣପାଇଁ ଆର୍ଜେଂଟିନା ଗଲେ ୫୦୦୦ ପ୍ରେଗନେଂଟ ମହିଳା ?

ମସ୍କୋ: ରୁଷର ୫୦୦୦ ପ୍ରେଗନେଂଟ ମହିଳା ଆର୍ଜେଂଟିନାରେ ପ୍ରବେଶ କରିଛନ୍ତି । ରୁଷିଆ ତୁଳନାରେ ଏଠାରେ ଅଧିକ ସ୍ୱତନ୍ତ୍ରତା ମିଳିଥିବାରୁ ସେମାନେ ଏହି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଛି । ଅଧିକାଂଶ ମହିଳା ଗର୍ଭଧାରଣର ଅନ୍ତିମ ସପ୍ତାହରେ ପଂହଚି ସାରିଛନ୍ତି । ୩୩ ମହିଳାଙ୍କୁ…

ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟା

ଭୁବନେଶ୍ୱର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଆୟୋଜିତ ସପ୍ତଦଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳାର ଏକାଦଶ ସନ୍ଧ୍ୟାରେ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍‌, ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚରେ ହସ୍ତତନ୍ତ,…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଅବାକ୍ ହେଲା ମୀନକ୍ଷି । ଜୀବନରେ କୌଣସି ଇତର ପୁରୁଷର ଛାଇକୁ ବି ଯିଏ ସ୍ପର୍ଶ କରିନି, ଆଜି ହଠାତ୍ ସେ ଏତେ ପ୍ରଗଲ୍‌ଭ କିପରି, ଏବେ ଯାଇ ସେ ପ୍ରହେଳିକାର ପ୍ରକୃତ ମଞ୍ଜକୁ ଧରି ପାରିଲା । ନାରୀ ପୁରୁଷ ନିର୍ବିଶେଷରେ…

ଶିଶୁ କବିତା : ଆମ୍ବ

ନମିତା ପାଇକରାୟ  ଫାଲଗୁନ ଆଉ ଚୈତ୍ର ମାସେ ବଉଳ ଭିତରୁ ଆମ୍ବ ଦିଶେ । ପୁପୁ, ନିପା ,ଦୀପା ହୁଅନ୍ତି ଖୁସି ଖାଇବେ କିପରି ଆମ୍ବ କଷି । ମାରନ୍ତି ପଥର ଆମ୍ବ ଗଛ କୁ ଖସିପଡେ କିଛି ଆମ୍ବ ତଳକୁ । ଖୁସି ରେ ପିଲାଏ ନାଚନ୍ତି ସେଠି ପାଟି ଶୁଣି ଆଈ ଆସନ୍ତି ଉଠି । କିଏ…

ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି ପାଇଁ ୨ ମାସ ହେବ ଔଷଧ ଖାଇନଥିଲେ ଅଭିଯୁକ୍ତ ଗୋପାଳ ଦାସ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିରୋଧରେ ଅସନ୍ତୋଷ ବୃଦ୍ଧି କରିବାକୁ ଯାଇ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ ଦୁଇ ମାସ ହେବ ଔଷଧ ଖାଉନଥିଲେ। ୫ ଦିନିଆ ରିମାଣ୍ଡର ତଦନ୍ତ ବେଳେ ଏହି ସୂଚନା ମିଳିଛି। ଗୁରୁବାର, ଶୁକ୍ରବାର ଓ ଶନିବାର ଗୁଜରାଟର ଗାନ୍ଧୀନଗରସ୍ଥିତ…

ଆମ୍ବୁଲାନ୍ସ ଆସିଲାନି, ଠେଲାରେ ବାପାକୁ ହସ୍ପିଟାଲ ନେଲା ପୁଅ

ଭୋପାଳ: ମଧ୍ୟପ୍ରଦେଶରେ ଜଣେ ରୋଗୀଣା ବାପାକୁ ପୁଅଟି ହାତଠେଲା ରିକ୍ସାରେ ଠେଲି ଠେଲି ହସ୍ପିଟାଲ ନେଉଛି। ଆମ୍ବୁଲାନ୍ସ ନମିଳିବାରୁ ଅସୁସ୍ଥ ବାପାକୁ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବାକୁ ଯାଇ ଏପରି ବିକଳ୍ପ ବାଟ ତିଆରି କରିଛି ଛୋଟ ପିଲାଟି। ମଧ୍ୟପ୍ରଦେଶର ସିଙ୍ଗରୋଲି ଜିଲ୍ଲାର ଏହି…