Latest Odisha News

BREAKING NEWS

କବିତା : ଅଭିମାନ

ବିଜୟିନୀ ଜେନା ସଖା ମୋର, ମୋ ଦୁଃଖ ବାନ୍ଧବ ବୋଲାଇଲ କହି ପାରିବ କାହିଁକି ମତେ ବସ୍ତ୍ରହୀନା କରିବାର ସବୁ ବନ୍ଦୋବସ୍ତ କରି ପୁଣି ଅଜସ୍ର ବସ୍ତ୍ରରେ ପୋତିପକାଇଲ ? ସବୁ ଫନ୍ଦିଫିକରକୁ ଜାଣି ବି ଅଜଣା ହେଲ ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଦେଇ... ଅପମାନର ବିଷ ପିଆଇ....…

ଆଦାନୀ-ହିଣ୍ଡେନବର୍ଗ ମାମଲା: ଚିନ୍ତାବ୍ୟକ୍ତ କରିବା ସହିତ ସେବିର ମତାମତା ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଚିନ୍ତାବ୍ୟକ୍ତ କରିଛନ୍ତି ସୁୁପ୍ରିମକୋର୍ଟ। ନିବେଶକଙ୍କ କ୍ଷତିକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ଦାୟର ହୋଇଥିବା ପିଆଇଲର ଶୁଣାଣି କରିବା ବେଳେ ସେୟାର ବଜାର ନିୟାମକ ବ୍ୟବସ୍ଥାରେ କିଛି…

ଅପରେସନ ହେବା ପରେ ପନ୍ତଙ୍କ ଆବେଗଭରା ଫଟୋ ଟ୍ବିଟ୍

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଏକ ଆବେଗଭରା ଫଟୋ ସୋଶିଆଲ ମିଡିଆରେ ସେୟାର କରିଛନ୍ତି। ସେୟାର ହୋଇଥିବା ଏହି ଦୁଇଟି ଫଟୋରେ ପନ୍ତ ଆଶାବାଡ଼ି ସାହାଯ୍ୟରେ ବୁଲୁଥିବାର ନଜର ଆସିଛନ୍ତି। ପନ୍ତଙ୍କ ପାଦରେ ପ୍ଲାଷ୍ଟର ହୋଇଥିବା ଦେଖିବାକୁ ମିଳିଛି। ସେ ତାଙ୍କର…

କରୋନା ବେଳେ ବ୍ୟବହାର ହେଉଥିବା ଆରୋଗ୍ୟ ସେତୁ ଆପର ଡାଟା କୁଆଡ଼େ ଗଲା?

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡର ସମ୍ଭାବ୍ୟ ମାମଲା ଚିହ୍ନଟ କରିବା ପାଇଁ ୨୦୨୦ରେ ଆରୋଗ୍ୟ ସେତୁ ମୋବାଇଲ ଆପ୍ଲିକେସନର ଶୁଭାରମ୍ଭ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ସଂଗୃହୀତ ସମସ୍ତ କଣ୍ଟାକ୍ଟ ଟ୍ରେସିଂ ତଥ୍ୟକୁ ହଟାଇ ଦିଆଯାଇଛି ବୋଲି ସରକାର ବୁଧବାର ସଂସଦରେ ସୂଚନା ଦେଇଛନ୍ତି। ଏହି…

ସମ୍ବଲପୁରରେ ଆନ୍ଦୋଳନ ବେଳେ ଭଙ୍ଗାରୁଜା: ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍

କଟକ: ସମ୍ବଲପୁର ଜିଲ୍ଲା କୋର୍ଟରେ ଭଙ୍ଗାରୁଜା ଘଟଣାରେ ଗିରଫ ହୋଇଥିବା ୨୯ ଜଣ ଆଇନଜୀବୀଙ୍କୁ ଶୁକ୍ରବାର ଓଡ଼ିଶା ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ହାଇକୋର୍ଟ ଗୁରୁବାର ମାମଲାର ଶୁଣାଣି କରିଥିଲେ ମଧ୍ୟ ରାୟ ସଂରକ୍ଷିତ ରଖିଥିଲେ। ରାଲି ନକରିବା, ଗଣମାଧ୍ୟମ ଆଗରେ ବୟାନ ଦେବା…

ମଝି ଆକାଶରେ ମନର କଥା କହିବାକୁ ସର୍ତ୍ତ ରଖିଲେ ମନ୍ତ୍ରୀଙ୍କ ହତ୍ୟା ମାମଲାର ଅଭିଯୁକ୍ତ!

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କେଉଁ କାରଣ ପାଇଁ ଜଣେ ପୋଲିସ ଅଧିକାରୀ (ଏବେ ବହିଷ୍କୃତ) ନିଷ୍ପତ୍ତି ନେଲେ ତାହା ଏଯାବତ ଅସ୍ପଷ୍ଟ ରହିଛି। ଘଟଣାକୁ ଇତି ମଧ୍ୟରେ ୧୩ ଦିନ ବିତିଛି। ହତ୍ୟାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ସେହିପରି ହତ୍ୟାର…

ସମରେ ଷ୍ଟେମସେଲ୍ ପ୍ରତ୍ୟାରୋପଣ ଦ୍ୱାରା ଜଟିଳ ରକ୍ତ କର୍କଟ ରୋଗର ସଫଳ ଚିକିତ୍ସା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରମାନେ ମଲ୍ଟିପଲ୍ ମାଇଲୋମା ଭଳି ଏକ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ଥିବା ଜଣେ ୫୨ ବର୍ଷୀୟା ମହିଳାଙ୍କୁ ଷ୍ଟେମ୍‌ସେଲ୍ ପ୍ରତ୍ୟାରୋପଣ ମାଧ୍ୟମରେ ସୁସ୍ଥ କରିବାରେ ସଫଳ ହୋଇଛନ୍ତି । ଦୀର୍ଘ ଅଠର…

କିଟ୍ କାର୍ନିଭାଲ ଷ୍ଟାର ନାଇଟ୍‌ରେ ସୁନିଧିଙ୍କ ଧୁନ୍‌ରେ ନାଚିଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ସିଲଭର କାର୍ନିଭାଲ ଅବସରରେ ଅନୁଷ୍ଠିତ ଷ୍ଟାର ନାଇଟ୍‌ରେ ଜଲୱା ଦେଖାଇଛନ୍ତି ପ୍ରସିଦ୍ଧ ବଲିଉଡ ଗାୟିକା ସୁନିଧି ଚୌହାନ। ସେ ଥିଲେ ଷ୍ଟାର ନାଇଟ୍‌ର ମୁଖ୍ୟ ଆକର୍ଷଣ। ଷ୍ଟାର ନାଇଟ୍‌ରେ ସୁନିଧି ବଲିଉଡ଼ରେ ଗାଇଥିବା ବହୁ ସୁପର  ହିଟ୍  ଗୀତ ପରିବେଷଣ କରିଥିଲେ।…

ବେରୋଜଗାର ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ବାଟ ଦେଖାଉଛି ହିଣ୍ଡାଲକୋ

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲା ଲରପଙ୍କ ଗ୍ରାମର ଜଣେ ବାସିନ୍ଦା ଅଞ୍ଜଳି ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ତାଙ୍କ ବାପାଙ୍କୁ ବାଲ୍ୟାବସ୍ଥାରେ ହରାଇବା ପରେ ପରିବାରର ଗୁଜୁରାଣ ମେଣ୍ଟାଇବା କାର୍ଯ୍ୟରେ ସହଯୋଗ କରିବାକୁ ସ୍କୁଲ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ । ୨୦୧୯ରେ ଆଦିତ୍ୟ…

ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ: ରାଷ୍ଟ୍ରପତି

ଭୁବନେଶ୍ୱର: ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ ବୋଲି ଉତ୍କଳ ମଣ୍ଡପ ଠାରେ ଆୟୋଜିତ ‘ଜ୍ଞାନପ୍ରଭା ମିଶନ’ର ପ୍ରତିଷ୍ଠା ଦିବସ-୨୦୨୩ର ବର୍ଣ୍ଣାଢ୍ୟ ସମାରୋହରେ ଯୋଗଦେଇ ଦେଇ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ…