IND vs NZ: ଟିମ୍ ଇଣ୍ଡିଆରୁ ବାହାରିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ: ଭଦୋଦରାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆରୁ ବାହାରିଯାଇଛନ୍ତି ରିଷଭ ପନ୍ତ।
ତାଙ୍କ ସ୍ଥାନ ନେବେ ଧ୍ରୁବ ଜୁରେଲ। ଆହତ ରିଷଭ ପନ୍ତଙ୍କ ସ୍ଥାନରେ ଜୁରେଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଶନିବାର ଥ୍ରୋ-ଡାଉନ୍ ଅଭ୍ୟାସ…