Latest Odisha News

BREAKING NEWS

ସର୍ବସାଧାରଣରେ ବରୁଣ ଧୱନଙ୍କ ପାଦ ଛୁଇଁଲେ କ୍ରିତି ସାନନ୍

ମୁମ୍ବାଇ: ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଭେଡିଆ'ର ଟ୍ରେଲର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ବରୁଣ ଧୱନ ଏକ ଭେଡିଆରେ ପରିଣତ ହେଉଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ବରୁଣ ଧୱନ ଏବଂ କ୍ରିତି ସାନନଙ୍କ ଏକ ଭିଡିଓ ଭାଇରାଲ…

ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ

ସୁବର୍ଣ୍ଣପୁର : ପୋଲିସ ପକ୍ଷରୁ ୬୩ତମ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି I ସ୍ଥାନୀୟ ରିଜର୍ଭ ପଡିଆଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ  ସହିଦ ସ୍ତମ୍ବରେ ଶ୍ରଦ୍ଧାଞ୍ଜଳି…

ଗୋବିନ୍ଦାଙ୍କ କଥାରେ ଭାବପ୍ରବଣ ହେଲେ ନେହା କକ୍କର

ମୁମ୍ବାଇ: ନେହା କକ୍କର ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ବନେଇବା ସହ ନିଜ ସ୍ଥାନ ବଜାୟ ରଛନ୍ତି। ଏକଦା ଜାଗରଣରେ ଗୀତ ଗାଉଥିବା ନେହା ବର୍ତ୍ତମାନ ବଲିଉଡ ଫିଲ୍ମରେ ଗୀତ ଗାଇ ଲୋକଙ୍କୁ ତାଙ୍କ ସ୍ୱରରେ ଦିୱାନା କରିଦେଇଛନ୍ତି। ଇଣ୍ଡିଆନ ଆଇଡଲର ଅଡିସନରେ ଥରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା…

କେଉଁ ବ୍ୟକ୍ତିଙ୍କ ପାଇଁ ଘିକୁଆଁରୀ ରସ ଉପଯୁକ୍ତ ନୁହେଁ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଲୋଭେରା ଅନେକ ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ। ଆଲୋଭେରା ବା ଘିକୁଆଁରୀ ଗୁଣ ବିଷୟରେ ଯଦି କହିବା ଏହାର ଅନକେ ଗୁଣ ଅଛି ଯାହା ରକ୍ତରେ ଶର୍କରା ହ୍ରାସ କରିଥାଏ। ଏହା ସହିତ ଏହି ରସ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଅନେକ…

ତ୍ୱଚା ପାଇଁ ଭଲ ଫଳ ଚୋପା

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚର୍ମର ଯତ୍ନ ନେବାବେଳେ, ଫଳରୁ ନିର୍ମିତ ଫେସ୍ ପ୍ୟାକ୍ ବହୁତ ପ୍ରୟୋଗ କରାଯାଏ। କିନ୍ତୁ ଆପଣ କେବେ ନିଜ ଚେହେରାରେ ଫଳର ଚୋପା ପ୍ରୟୋଗ କରିଛନ୍ତି କି ? ଯଦି ନା, ତେବେ ଚର୍ମ ଯତ୍ନରେ ଫ୍ରୁଟ୍ ପିଲ୍ସ କିପରି ବ୍ୟବହାର କରିବେ ଜାଣନ୍ତୁ। କେତେକ ଫଳର ଚୋପା ଅନେକ ପୋଷକ…

କବିତା : ଜୀବନର କାନଭାସ

ମନୀଷା ତ୍ରିପାଠୀ ନୀରବଛିନ୍ନ ଅପରାହ୍ନରେ ନୀଳ ଗଗନ ତଳେ ଛିଡା ହୋଇ, ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ, କାହିଁ କେଜାଣି! ଜୀବନରେ ଛାଇଥିବା ଅପରାହ୍ନର ଆଭାସ ମୁଁ ପାଏ। ଗୋଧୂଳିରେ ତଟିନୀ ତଟରେ, ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ, କାହିଁ କେଜାଣି ଜୀବନର ଗୋଧୂଳି…

ଏସିଡିଟି ଓ ଗ୍ୟାସଟ୍ରିକ ସମସ୍ୟା ପାଇଁ ଘରୋଇ ଉପଚାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କର ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି। ଏସିଡ଼ିଟି ବା ଅମ୍ଳ ଏବଂ ଗ୍ୟାସଟ୍ରିକ ରୋଗ ଅସମୟରେ ଖାଇବା ଯୋଗୁଁ ହୋଇଥାଏ। ଜଣେ ସୁସ୍ଥ ବ୍ୟକ୍ତିଙ୍କର ପ୍ରାରମ୍ଭରେ ଏସିଡ଼ିଟି ସମସ୍ୟା ହୋଇଥିଲେ ଏହା ଘରୋଇ ଉପଚାର ଦ୍ଵାରା ଶୀଘ୍ର ଭଲ…

ଗୁଗଲକୁ ୧,୩୩୭ କୋଟି ଟଙ୍କାର ଜୋରିମାନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିଶ୍ୱର ବୈଷୟିକ କମ୍ପାନୀ ଗୁଗଲ ଉପରେ ଭାରତୀୟ ପ୍ରତିଯୋଗୀତା ଆୟୋଗ (Competition Commission of India-CCI) ୧,୩୩୭.୭୬ କୋଟି ଟଙ୍କାର ଜୋରିମାନା ଲାଗୁ କରିଛି । ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ଇକୋସିଷ୍ଟମରେ ଏକାଧିକ ବଜାରରେ ନିଜର ଦୃଢ ସ୍ଥିତିର ଅପବ୍ୟବହାର…

ପ୍ରତିଦିନ ସକାଳୁ ଉଠିବା ମାତ୍ରେ ଥକ୍କାପଣ ଅନୁଭବ କରୁଛନ୍ତି କି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟ ସମୟରେ ଦେଖାଯାଇଛି କିଛି ଲୋକେ ସକାଳୁ ଉଠିବା ମାତ୍ରେ ଅସୁସ୍ଥ ଅନୁଭବ କରନ୍ତି। ଯେପରିକି ଥକ୍କାପଣ, ମୁଣ୍ଡ ବିନ୍ଧିବା କିମ୍ବା ଦୁର୍ବଳ ଅନୁଭବ କରିବା। ସେମାନେ ସକାଳେ ସତେଜ ଅନୁଭବ କରନ୍ତି ନାହିଁ। ଏପରି କ୍ଷେତ୍ରରେ ସକାଳେ ଶୀଘ୍ର ଉଠିବା କଷ୍ଟକର ହୋଇପଡେ।…

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ କ୍ରିକେଟ ଟିମ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମ ଚଳିତ ବର୍ଷ ଶେଷ ଭାଗରେ ବାଂଲାଦେଶ ଗସ୍ତରେ ଯିବ । ଭାରତ ଏଠାରେ ୩ଟି ଦିନିକିଆ ଏବଂ ୨ଟି ଟେଷ୍ଟ ମ୍ୟାଚ ଖେଳିବ । ୭ ବର୍ଷ ପରେ ବାଂଲାଦେଶରେ ଖେଳିବ ଭାରତ । ଡିସେମ୍ବର ୪ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଏହାର ସମସ୍ତ ମ୍ୟାଚ ମୀରପୁରରେ ଖେଳାଯିବ । ପ୍ରଥମ…