Latest Odisha News

BREAKING NEWS

ଟି୨୦ ବିଶ୍ୱକପ : ଚୂଡାନ୍ତ ହେଲା ସୁପର ୧୨ ଟିମ, ଏଥର ହେବ ପ୍ରକୃତ ମୁକାବିଲା

ମେଲବୋର୍ଣ୍ଣ: ଟି୨୦ ବିଶ୍ୱକପ କ୍ରିକେଟର ସୁପର ୧୨ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ୨୨ ଅକ୍ଟୋବରରୁ ବିଶ୍ୱକପ ଦ୍ୱିତୀୟ ପର୍ଯ୍ୟାୟ ଅଥବା ପ୍ରକୃତ ମୁକାବିଲା ଆରମ୍ଭ ହେବ । ଗ୍ରୁପ ୧ରେ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଏବଂ ଗ୍ରୁପ ୨ରେ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣରେ ଜଣେ ମୃତ, ୩ ଜଣ ଗୁରୁତର  

ଅନୁଗୁଳ: ଦୀପାବଳି ପୂର୍ବରୁ ଅଘଟଣ । ବାଣ ଭିଡ଼ିବା ବେଳେ ଚାଲିଗଲା ଜୀବନ । ଅନୁଗୁଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତ ସାଆନ୍ଦା ଗାଁରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ସେହି ଗାଁର ତ୍ରିପୁର…

ଇମ୍ରାନଙ୍କୁ ଝଟକା, ୫ ବର୍ଷ ପାଇଁ ଲଢିପାରିବେନି ନିର୍ବାଚନ

କରାଚୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୫ ବର୍ଷ ପାଇଁ ନିର୍ବାଚନ ଲଢିପାରିବେନି । ଶୁକ୍ରବାର ପାକିସ୍ତାନ ନିର୍ବାଚନ ଆୟୋଗ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛି । ତୋଷଖାନା ଦୁର୍ନରତି ମାମଲାରେ ଇସଲାମବାଦ ନିର୍ବାଚନ କମିଶନର ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ଇମ୍ରାନ ଖାଁ ଆଉ…

ଦାନଗଦୀ ହାଟରେ ସ୍ତ୍ରୀ କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଯାଜପୁର : ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀ କୁ ହାଟ ଉପରେ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ । ଯାଜପୁର ଦାନଗଦି ହାଟ ନିକଟରେ ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ସମେତ ୧  ଆହାତ। ସୂଚନା ମୁତାବକ ଅଭିଯୁକ୍ତ ଜଣକ ହେଲେ ଟମକା ଅଞ୍ଚଳର ମୁନାପାତ୍ର  । ସେ ୨ଜଣ ମହିଳାଙ୍କୁ ବିବାହ କରିଥିଲେ।…

କଂକ୍ରିଟ ରାସ୍ତା କାମ ନକରି ଟଙ୍କା ଆତ୍ମସାତ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ

ନୂଆପଡ଼ା : ଗୋଡ଼ଧୁଆପଦର ଗାଁରେ କଂକ୍ରିଟ ରାସ୍ତା କାମ ନକରି ଟଙ୍କା ହଡ଼ପ କଲେ ଠିକାଦାର ଓ ବିଭାଗୀୟ ଅଧିକାରୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକର ଗୋଡ଼ଧୁଆପଦର ହେଉଛି ଏକ ଆଦିବାସୀ ବହୁଳ ଗାଁ । ଏହି ଗାଁକୁ ସହର ସହ ସଂଯୋଗ କରିବା ପାଇଁ ୨୦୧୫ ମସିହା ରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ…

ଟି୨୦ ବିଶ୍ୱକପରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ବିଦା, ସୁପର ୧୨ରେ ଆୟର୍ଲାଣ୍ଡ

ହୋବାର୍ଟ: ଚଳିତ ଟି୨୦ ବିଶ୍ୱକପରେ ଆଜି ଏକ ବିପର୍ଯ୍ୟୟ ଘଟିଛି । ୨ ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ୯ ୱିକେଟରେ ଆୟର୍ଲାଣ୍ଡ ନିକଟରୁ ହାରି ଯାଇଛି । ଏଥିସହ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ପ୍ରଥମ ରାଉଣ୍ଡରୁ ବିଦା ହୋଇଛି । ଟସ ଜିତି ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ…

ଭୂମିହୀନ ଲୋକଙ୍କୁ ଲିଜ୍ ସୂତ୍ରରେ ଜମି ପଟ୍ଟା ପ୍ରଦାନ ଦାବୀ

ସୁବର୍ଣ୍ଣପୁର : ଆଦିବାସୀ ଓ ହରିଜନ ଜମି ପଟ୍ଟା ଦାବୀ ନେଇ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କର୍ତଙ୍ଗ, ପଧାନପାଲି ଓ ସଂସମୁରା ଗାଁର ଗରିବ, ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ପ୍ରଶାସନର ଅବହେଳାରୁ…

ଟ୍ରକରେ ଟମାଟୋ ରଖିବା ଶୈଳୀ ଦେଖି ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣମାନେ ନିଶ୍ଚିତ ଭାବରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଦେଖୁଥିବେ। କିଛି ଭିଡିଓ ଆମକୁ ହସେଇବା ପାଇଁ ଉଦ୍ଦିଷ୍ଟ। ଆଉ କିଛି ଭିଡିଓ ଦେଖିବା ପରେ ଆମେ ଭାବପ୍ରବଣ ହୋଇଥାଉ। ବେଳେବେଳେ ସୋସିଆଲ ମିଡିଆରେ କିଛି ଚକିତ କଲା ଭଳି ଭିଡିଓ ମଧ୍ୟ ଦେଖାଯାଏ। ନିକଟରେ ସୋସିଆଲ…

‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ୍ ରାଉତଙ୍କୁ ଉପହାରରେ ମିଳିଲା ୪.୮ କୋଟି ଟଙ୍କା ମୂଲ୍ୟର କାର

ନୂଆଦିଲ୍ଲୀ: ଆଜିକାଲି ସୈଫ ଅଲୀ ଖାନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ'ର ରାବଣକୁ ନେଇ ବିବାଦ ଲାଗି ରହିଛି। କୁହାଯାଉଛି ଯେ ହିନ୍ଦୁ ଭାବନାରେ ଆଘାତ ଲାଗିଛି। ଏହି ସମୟରେ ଆଦିପୁରୁଷ ନିର୍ଦ୍ଦେଶକ ଓମ ରାଉତଙ୍କ କୋଟି କୋଟି ଟଙ୍କାର ଉପହାର ବିଷୟରେ ଚର୍ଚ୍ଚା କରାଯାଉଛି। ଆଦିପୁରୁଷର ନିର୍ଦ୍ଦେଶକ…

ଫିଲ୍ମ ‘କାନ୍ତାରା’କୁ ଭୁରି ଭୁରି ପ୍ରଶଂସା କଲେ କଙ୍ଗନା, ପୂର୍ବରୁ କେବେ ଦେଖିନଥିଲେ ଏପରି କାହାଣୀ

ନୂଆଦିଲ୍ଲୀ: ସାଉଥ ଇଣ୍ଡିଆନ ଫିଲ୍ମ 'କାନ୍ତାରା' ବଡ଼ ପରଦାରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଫିଲ୍ମ ଦେଖିବା ପରେ ସମସ୍ତେ ତାଙ୍କ ନିର୍ଦ୍ଦେଶନା ଏବଂ ଲେଖା ବ୍ୟତୀତ ରିଷଭ ସେଟ୍ଟୀଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି। ଏହି କାରଣରୁ ଫିଲ୍ମ 'କାନ୍ତାରା' ଆଇଏମଡିବିରେ ଚଳିତ ବର୍ଷର…