ଆଜିଠୁ ଦ୍ୱିତୀୟ ସ୍ପେଶାଲ ଓଜେଇଇ
ଭୁବନେଶ୍ୱର: ଆଜି ଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ସ୍ପେଶାଲ ଓଜେଇଇ (ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୨) । ସେପ୍ଟେମ୍ବର ୪ ଏବଂ ୭ରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହେବ।
ରାଜ୍ୟ ବାହାରେ କୋଲକାତା, ରାଞ୍ଚି ଏବଂ ପାଟନା ବ୍ୟତୀତ ଓଡିଶାର ୩୮ ଟି ପରୀକ୍ଷା କେନ୍ଦ୍ରରେ ୨୮ଟି ସହରରେ ଏମବିଏ,…