Latest Odisha News

BREAKING NEWS

ଗଣେଶ ପୂଜା ଭସାଣିରେ ହତ୍ୟା ଉଦ୍ୟମ; ଯୁବକ ଗୁରୁତର

ଢ଼େଙ୍କାନାଳ: ସଦର ଥାନା ଅନ୍ତର୍ଗତ ଗୁଣ୍ଡିଚାପଡ଼ା ପଞ୍ଚାୟତ ଅଧୀନସ୍ତ ଛାଟିଆ ଗ୍ରାମରେ ଚଳିତ ବର୍ଷ ଗଣେଶ ପୂଜାକୁ ଭସାଣିକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଯାଇଛି । ଗୁରୁବାର ଭସାଣିରେ ରାଉତ ଖଞ୍ଜାର ଓ ବେହେରା ଖଞ୍ଜାର ଗୋଷ୍ଠୀ ଭସାଣି ପାଁଇ ପ୍ରସେସନ କରୁଥିବା ସମୟରେ ସାମ୍ନାସାମ୍ନି…

କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ସୁବାସ ବିହାରୀଙ୍କ ଆତ୍ମହତ୍ୟା । ସିଡିଏ ସେକ୍ଟର-୯ ସ୍ଥିତ ଘରେ ଜଷ୍ଟିସ ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଜଷ୍ଟିସ ବିହାରୀଙ୍କ ଘର ଯାଜପୁର ଜିଲ୍ଲା ବୋଲି ଜଣାପଡ଼ିଛି । ଜଷ୍ଟିସ ସୁବାସ ବିହାରୀଙ୍କ ସହକର୍ମୀଙ୍କ ସୂଚନା…

ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର: ଗଞ୍ଜାମ ଜିଲାର ବେଗୁନିଆପଡ଼ା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁଧାଂଶୁ ଶେଖର ମଲ୍ଲିକଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। 'ମୋ ଗୁହାଳ'ର ବିଲ୍ କରାଇଦେବା ପାଇଁ ଜଣଙ୍କ ଠାରୁ ୭ ହାଜର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସରେ ଧରା ପଡିଛନ୍ତି। ସେ ଏହି ବ୍ଲକର ବୁରୁଝୁରୀ…

ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକକୁ ହାଣି ଦେଲେ ଯୁବକ

ଯାଜପୁର: ସୁକିନ୍ଦା ଥାନା ବନ୍ଧଗାଁରେ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ପ୍ରତିଶୋଧ ପରାୟଣ ହୋଇ ତାନ୍ତ୍ରିକଙ୍କୁ ହାଣି ଦେଇଛନ୍ତି । ଘଟଣାସ୍ଥଳରେ ତାନ୍ତ୍ରିକଙ୍କ ମୃତ୍ୟୁ ଘଟିଛି । ତେବେ ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା…

ଢ଼େଙ୍କାନାଳ ସଦରରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ

ଢ଼େଙ୍କାନାଳ:  ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ରାଜେନ୍ଦ୍ର କୁମାର ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ମାତ୍ରାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି ବୋଲି ଅବକାରୀ ଅଧିକକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ କହିଛନ୍ତି ।…

ବିଶିଷ୍ଟ ନାଟ୍ୟକାର ତଥା ଲେଖକ ଅକ୍ଷୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଦୂରଦର୍ଶନର ପୂର୍ବତନ ବରିଷ୍ଠ ପ୍ରଯୋଜକ ଅକ୍ଷୟ ମହାନ୍ତିଙ୍କ ପରଲୋକ ଘଟିଛି । ଶ୍ରୀ ମହାନ୍ତି ୮୩ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି । ପୂର୍ବରୁ ସେ ନୂଆଦିଲ୍ଲୀ ମଣ୍ଡି ହାଉସର କାର୍ଯ୍ୟକ୍ରମ ମୁଖ୍ୟ ଭାବେ ଦାୟିତ୍ୱ ସଂପନ୍ନ କରିଛନ୍ତି । ବିଶିଷ୍ଟ ନାଟ୍ୟକାର, ଦିଲ୍ଲୀ…

ଲକ୍ଷ୍ମୀପୁର ଭୁଇପାଟଣୀରେ ଟ୍ରେନ ଧକ୍କାରେ ୫ ଗାଈ ଓ ଜଣେ ମୃତ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଭୁଇପାଟଣୀ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଶୁକ୍ରବାର ସକାଳେ ଭୁଇପାଟଣୀ ଗ୍ରାମ ଦେଇ ଯାଇଥିବା ଟ୍ରେନ ଲାଇନରେ ମୁକୁନା ପ୍ରେପେକା ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ରେଳ ଧାରଣା ଦେଇ ଗାଈ ନେଇ ଆର ପାରିକୁ ଯାଉଥିବା ସମୟରେ ଟ୍ରେନ ଧକ୍କାରେ…

କ୍ୟାମ୍ପା କୋଲାକୁ ନେଇ ମାର୍କେଟରେ ଝଡ ସୃଷ୍ଟି କରିବା ଆଶାରେ ରିଲାୟନ୍ସ

ମୁମ୍ବାଇ: ରିଲାୟନ୍ସ ଇଣ୍ଡଷ୍ଟ୍ରିଜ ଭାରତୀୟ ସଫ୍ଟ ଡ୍ରିଙ୍କ (ମୃଦୁ ପାନୀୟ) ବଜାରରେ କ୍ୟାମ୍ପା କୋଲାକୁ ନେଇ ଝଡ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି । ଭାରତର ଏହି ପୁରୁଣା ବ୍ରାଣ୍ଡ ବଜାରରୁ ଗାଏବ ହୋଇ ଯାଇଥିଲା । ମୁକେଶ ଅମ୍ବାନୀଙ୍କ କମ୍ପାନୀ ଏହାକୁ ପୁନଃ ପ୍ରବେଶ କରାଇ କୋକାକୋଲା ଓ…

ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସିନେମା; ୮ଟି ପୁରସ୍କାର ପାଇଁ ମନୋନୀତ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ‘ରାତି ସରି ସରି ଯାଉଛି' ରାଜସ୍ଥାନ ଫିଲ୍ମ ଫେଷ୍ଟିଭାଲରେ ଆଠଟି ବିଭାଗରେ ପୁରସ୍କାର ପାଇଁ ମନୋନୀତ ହୋଇଛି। ନିର୍ମାତା ଅନୁପମ ପଟ୍ଟନାୟକ ଏନେଇ ଟ୍ବିଟ୍ କରି ଏକ ସୂଚନା ଦେଇଛନ୍ତି । Now that’s a surprise! 8 Nominations for our film Raati…

କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣା: ପରଜା ସଂପ୍ରଦାୟର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର: ପରଜା ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇବ । ଏହି ସଂପ୍ରଦାୟର ସଦସ୍ୟ ମାନେ ପଦ୍ମ ପୁରସ୍କାର ପ୍ରାପ୍ତ କମଳା ପୂଜାରୀଙ୍କୁ ଜବରଦସ୍ତି ନଚେଇବା ଘଟଣାରେ ଏଭଳି ଚେତାବନୀ ଦେଇଛନ୍ତି । କଟକ ଏସସିବିରେ ଚିକିତ୍ସିତ ହେଉଥିବା ସମୟରେ ସମାଜସେବୀ ମମତା, କମଳାଙ୍କୁ ଜବରଦସ୍ତି…