PMSGMBY in Odisha: ବଢୁଛି ଛାତ ଉପରେ ସୌରଶକ୍ତି ଚାହିଦା, ରାଜ୍ୟରେ ପ୍ରାୟ ୧୧,୦୦୦ ପରିବାର ହାତରେ ଏବେ ଜିରୋ ବିଜୁଳି…
ଭୁବନେଶ୍ୱର: ସରକାରଙ୍କ ସୌର ଘର ଯୋଜନାରେ ଲାଭବାନ୍ ହେଉଛି ଓଡ଼ିଶାର ବିଜୁଳି ଉପଭୋକ୍ତା। ପରି ୧୧ ହଜାର ପରିବାର ହାତରେ ଏବେ ଶୂନ୍ୟ ବିଜୁଳି ବିଲ୍। ରିପୋର୍ଟ୍ ଅନୁଯାୟୀ, ପଶ୍ଚିମ ଓଡ଼ିଶାର ପ୍ରାୟ ୧୧,୦୦୦ ବିଦ୍ୟୁତ୍ ଗ୍ରାହକ ଛାତ ଉପରେ ଥିବା ସୌରଶକ୍ତି ବ୍ୟବସ୍ଥା ସ୍ଥାପନ କରିବା ପରେ ମାର୍ଚ୍ଚ…