Latest Odisha News

BREAKING NEWS

[ଭିଡିଓ] ମାତିଛନ୍ତି ଗଞ୍ଜେଇ ମାଫିଆ : ୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ,୬ ଗିରଫ

କଟକ : ମାତିଛନ୍ତି ଗଞ୍ଜେଇ ମାଫିଆ । କଟକରେ ପୁଣି ଧରାହେଲା ପୁଳାପୁଳା ଗଞ୍ଜେଇ । ଗିରଫ ହେଲା ୬ ଜଣ । ଗଞ୍ଜେଇକୁ କନ୍ଧମାଳରୁ କୋଲକାତା ଚାଲଣ କରାଯାଉଥିବା ବେଳେ ଏନଏଚର ବାଲିକୁଦା ଛକ ଓ ଟାଙ୍ଗୀ ଠାରେ ମାଡି ବସିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ  । ହେଲେ ଚାଲାଣକାରୀ ଏହି ଗଞ୍ଜେଇକୁ…

ଲିିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ ,ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର : ଶିଶୁପାଳଗଡ ଏଟିଏମ ଲୁଟ ଘଟଣା । ଦୟାନଦୀ କୂଳରୁ ମିଳିଲା ଭଙ୍ଗା ଏଟିଏମ୍ । ଘଟଣା ସ୍ଥଳରୁ ଲୁଟରେ ବ୍ୟବହୃତ ପିକଅପ୍ ଭ୍ୟାନ ମଧ୍ୟ ଜବତ ହୋଇଥିବା ଡିସିପି ସୂଚନା ଦେଇଛନ୍ତି । ମେସିନ ମିଳିଥିବାବେଳେ ଏଟିଏମରୁ ପ୍ରାୟ ୨୩ଲକ୍ଷ ଟଙ୍କା ଗାୟବ ହୋଇଯାଇଥିବା ସୂଚନା ମିଳିଛି । ଗତକାଲି…

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ସମାରୋହ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ସ୍ଥାପନା ସମାରୋହ ସ୍ଥାନୀୟ ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ହରପ୍ରସନ୍ନ ଦାସ ମୁଖ୍ୟ ବକ୍ତା, ପ୍ରଦୀପ୍ତ କୁମାର ମହାରଣା…

ଜାଲ୍ ସାର୍ଟିଫିକେଟ୍ ଦେଇ ବିଜେବି କଲେଜରେ ଆଡମିଶନ : ୮ ଜଣଙ୍କ ନାରେ ଥାନାରେ ଏତଲା ଦାଏର

ଭୁବନେଶ୍ୱର :ନକଲି ସାର୍ଟିଫିକେଟ ଦେଖାଇ ଆଡମିିଶନ କରିବା ପଡିଲା ମହଙ୍ଗା । ବିଜେବି କଲେଜରେ ୮ ଜଣ ଛାତ୍ରଛାତ୍ରୀ ନକଲି ସାର୍ଟିଫିକେଟ ଦେଖାଇ ଆଡମିଶନ କରିଥିଲେ । ଆଜି ସେମାନଙ୍କ ନାଁରେ କଲେଜ ପକ୍ଷରୁ  ବରଗଡ ଥାନାରେ ଏତଲା ଦିଆଯାଇଛି  । ସେଥି ମଧ୍ୟରୁ ୪ ଜଣ କଟକର ହୋଇଥିବା ବେଳେ ଅନ୍ୟ ଚାରି…

ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡରେ ଏଟିଏମ୍ ଲୁଟ୍ । ଏଟିଏମକୁ କାଟି ୧୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତ ମାନେ ଟଙ୍କା ଲୁଟିନେଇଥିବା ଘଟଣାକୁ ନେଇ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁପାଳଗଡ ଇନ୍ଦିରା କଲୋନୀରେ ଥିବା ଏସବିଆଇ ଏଟିଏମରୁ ଦୁର୍ବୃତ୍ତ ମାନେ…

ସମ୍ମୁଖକୁ ଆସିଲା ଯୁଦ୍ଧର ଆଉ ଏକ କରୁଣ ଚିତ୍ର:ମାଆମାନେ ପିଲାଙ୍କ ପିଠିରେ ଲେଖୁଛନ୍ତି ଠିକଣା

କୀଭ: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କେତେକ ଭୟଙ୍କର ତାହାର ଆଉ ଏକ ନଗ୍ନ ଚିତ୍ର ସମ୍ମୁଖକୁ ଆସିଛି । କିପରି ମାଆମାନେ ପିଲାମାନଙ୍କୁ ବଂଚାଇବା ପାଇଁ ସେମାନଙ୍କ ପିଠିରେ ଠିକଣା ଲେଖୁଛନ୍ତି ତାର ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହା ଭାଇରାଲ ହୋଇଛି । ଯଦି ରୁଷ ସେନା ଆକ୍ରମଣରେ…

ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ୍ : ଜୁନ ୧୯ ଓ ୨୬ ତାରିଖରେ ନିର୍ବାଚନ

ଭୁବନେଶ୍ୱର : ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ସମବାୟ ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ହେବା ନେଇ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ନିର୍ବାଚନରେ କୌଣସି ଦଳୀୟ ଚିହ୍ନ ରହିବ ନାହିଁ । ଆସନ୍ତା ଜୁନ ୧୯…

ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ , ଝାଡଖଣ୍ଡରୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର : ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ପତ୍ନୀ ଗିରଫ । ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ପତ୍ନୀ କମଳାଙ୍କୁ ଝାଡଖଣ୍ଡରୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଚର୍ଚ୍ଚିତ ଠକେଇ ମାମଲାର ମାଷ୍ଟର ମାଇଣ୍ଡ ଥିଲେ କମଳା । କମଳାଙ୍କୁ ରିମାଣ୍ଡରେ ଆଣିବାକୁ କମିଶନରେଟ ପୋଲିସ ଯୋଜନା କରୁଛି ।…

ଚଢେଇ ପଞ୍ଜୁରୀରେ ତମ୍ପ ,୨ ପକ୍ଷୀଙ୍କୁ ଗିଳିଦେଲା ସାପ

ବାଳକାଟି : ଚଢେଇ ପଞ୍ଜୁରୀରେ ତମ୍ପ ସାପ । ଆଖି ପିଛୁଳାକେ ଖାଇଦେଲା ପିଞ୍ଜରାରେ ଥିବା ଚଢେଇଙ୍କୁ । ବାଳକାଟି ନିକଟସ୍ଥ ବସନ୍ତପେଡି ଗାଁରେ ମଳୟ ରଞ୍ଜନ ପାତ୍ରଙ୍କ ଘରେ ଥିବା ଚଢେଇ ପଞ୍ଜୁରୀରେ ସାପ ପଶିଥିବା ଦେଖିବାକୁ ମିଳିଥିଲା ।ସାପଟି ପଞ୍ଜୁରୀ ଭିତରେ ଥିବା ଦୁଇଟି ବିଦେଶୀ ବଜରଙ୍ଗୀ…

ସନେଟ : ବିରହ-କେଳୁଣୀ ମୁହାଣ

କାମଦେବ ମହାରଣା  (ଏକ) ନଈ ଏପାଖର ଦୁଃଖ ଡାକରେ ସେପାଖ ଓଠରେ ଓ.. ଏପାଖ ତୁଣ୍ଡରେ ଓଁକାର ନାଚେ ସେ ପାଖରେ ଘୋଘୋ ଏପାଖ ଆଖିରେ ଲୁହ ଜୁଆରେ ଲୋ ସେପାଖ ଛାତିରେ ବଢ଼ି ବେନିପାଖେ ବାଜେ ବିରହ ବଂଶୀ ବେନି ଦେହ ଭିଡ଼ିମୋଡ଼ି। ନୀଳ ଗହଳ ଏ ନହକା ଦେହରେ କଅଁଳ କାମନା ନିଆଁ ଉଗ୍ର ଆତୁର…