Latest Odisha News

BREAKING NEWS

ଗୋରଖନାଥ ମନ୍ଦିରରେ ପୋଲିସକୁ ଆକ୍ରମଣ; ଅଭିଯୁକ୍ତକୁ ଧରିଥିବା କନେଷ୍ଟବଳଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର

ଗୋରଖପୁର: ରବିବାର ଗୋରଖନାଥ ମନ୍ଦିରରେ ଜବରଦସ୍ତି ପଶିବାକୁ ଉଦ୍ୟମ କରିଥିବା ମୁସଲମାନ ଯୁବକକୁ ଧରିଥିବା ତିନି ଜଣ ପୋଲିସ କନେଷ୍ଟବଳଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ଏହି ଘୋଷଣା କରିଛନ୍ତି । ରବିବାର ଜଣେ ମୁସଲମାନ ଯୁବକ ‘ଆଲ୍ଲାହୁ…

ବିସିସିଆଇ ମହିଳା ସିନିୟର ଟି୨୦: ମଧୁସ୍ମିତାଙ୍କ ନେତୃତ୍ୱରେ ଓଡିଶା ଟିମ ଘୋଷିତ

ଭୁବନେଶ୍ୱର: ବିସିସିଆଇ ସିନିୟର ମହିଳା ଟି୨୦ କ୍ରିକେଟ ତ୍ରିଭେନ୍ଦ୍ରମରେ ଏପ୍ରିଲ ୧୮ରୁ ମେ ୪ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଂଟ ପାଇଁ ଆଜି ମଧୁସ୍ମିତା ବେହେରାଙ୍କ ନେତୃତ୍ୱରେ ଓଡିଶା ଦଳ ଘୋଷଣା କରାଯାଇଛି । ଏପ୍ରିଲ ୧୮ରେ ଓଡିଶା ପ୍ରଥମ ମୁକାବିଲାରେ ଛତିଶଗଡକୁ ଭେଟିବ । ଏହା…

ଭାରତ ନେଇଛି ସଠିକ କୋଭିଡ ଟୀକା, ଏବେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା : ଆଦର ପୁନାୱାଲା

ନୂଆଦିଲ୍ଲୀ: ଭାରତରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଆଉ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଢ଼େର କମ୍ । ଭଲ ଟୀକା ନେଇଛି ବୋଲି ଆକ୍ରାନ୍ତଙ୍କ ସଂଖ୍ୟା କମ୍ ଥିବା କଥା କହିଛନ୍ତି ସେରମ ଇନଷ୍ଟିଚ୍ୟୁଟ ସିଇଓ ଆଦର ପୁନାୱାଲା । ନିଜ ସଂସ୍ଥାର ବୁଷ୍ଟର ଡୋଜ…

୪୦୦ କୋଟି ମେଗା ବଜେଟରେ ଫିଲ୍ମ କରିବେ ଅଜୟ ଦେବଗାନ

ମୁମ୍ବାଇ: ପୁନର୍ବାର ଚର୍ଚ୍ଚାରେ ବଲିଉଡ ଅଭିନେତା ଅଜୟ ଦେବଗାନ । ରିପୋର୍ଟ ମୁତାବକ ଏହି ଆକ୍ସନ ହୀରୋ ୪୦୦ କୋଟିରୁ ଊର୍ଦ୍ଧ୍ୱ ମେଗା ବଜେଟରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ହିନ୍ଦୀ ସିନେମାର ସବୁଠାରୁ ବ୍ୟୟ ବହୂଳ ଫିଲ୍ମ ହେବ । ଏହା ଏକ ପୌରାଣିକ କାହାଣୀ ଉପରେ ଆଧାରିତ ହେବ । ଏହାର…

ରାହୁଲ ଗାନ୍ଧୀଙ୍କ ନାମରେ ସମସ୍ତ ସମ୍ପତି କଲେ ଡେରାଡୁନର ୭୮ ବର୍ଷୀୟା ବୃଦ୍ଧା

ଡେରାଡୁନ: ଉତରାଖଣ୍ଡ ଡେରାଡୁନର ଜଣେ ବୃଦ୍ଧା ତାଙ୍କର ସମସ୍ତ ସମ୍ପତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ କରିଛନ୍ତି । ୭୮ ବର୍ଷୀୟା ପୁଷ୍ପା ମୁଂଜିୟାଲ ନାମକ ଏହି ବୃଦ୍ଧା କୋର୍ଟରେ ବିଧିବଦ୍ଧ ଭାବେ ନିଜ ସମ୍ପତିର ମାଲିକାନା ଅଧିକାର ରାହୁଲଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ୫୦ ଲକ୍ଷ…

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା : ମାନସଙ୍କ ନୟାଗଡ ରଣପୁର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ୍ ଟିମ୍

ଭୁବନେଶ୍ୱର : କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟକାଣ୍ଡ ମାମଲା । କ୍ରାଇମବ୍ରା ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ…

ଲାଲୁ ଯାଦବଙ୍କ ଜାମିନ ବିରୋଧରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବିହାରର ର୍ପୂବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପାଇଁ ବଢ଼ୁଛି ଅଡ଼ୁଆ । ସୁପ୍ରିମକୋର୍ଟ ଲାଲୁ ଯାଦବଙ୍କ ଜାମିନ ବିରୋଧରେ ଶୁଣାଣି କରିବେ ବୋଲି ଜଣାପଡ଼ିଛି । ଝାରଖଣ୍ଡ ହାଇକୋର୍ଟରେ ଲାଲୁ ଯାଦବଙ୍କୁ ଗତ ବର୍ଷ ଏପ୍ରିଲ ୧୭ରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ମିଲିଥିଲା ଜାମିନ ।…

ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣରେ ଯବାନ ସହିଦ ,ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର : ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ । ଟଳି ପଡିଲେ ଯବାନ । ସୋମବାର ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ ହେବା ଫଳରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଛନ୍ତି । ଅନ୍ୟଜଣେ ସୁରକ୍ଷା କର୍ମୀଙ୍କୁ ଆହତ ହୋଇଛନ୍ତି । ତାଙ୍କୁ ଏସଏମଏଚଏସ୍ ହସ୍ପିଟାଲରେ ଭର୍ତି କରାଯାଇଛି । ଆତଙ୍କବାଦୀ ମାନେ…

ଲାଲଚୌକରେ ଆତଙ୍କବାଦୀ ଆକ୍ରମଣ: ଜଣେ ସିଆରପିଏଫ ଯବାନ ଶହୀଦ

ଶ୍ରୀନଗର: ଶ୍ରୀନଗରର ଲାଲଚୌକରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରି କରାଯାଇଥିଲା । ଏଥିରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି ।…

ବିନୟ କ୍ୱାତ୍ରା ହେବେ ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଆସନ୍ତା ମାସ ପହିଲାରୁ ଭାରତର ନୂଆ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ସଚିବ ହେବେ ବିନୟ କ୍ୱାତ୍ରା । ଏବେ ପଡ଼ୋଶୀ ନେପାଳର ରାଷ୍ଟ୍ରଦୂତ ଭାବେ ଅବସ୍ଥାପିତ ହୋଇଛନ୍ତି ୧୯୮୮ ବ୍ୟାଚ୍ ଆଇଏଫଏସ ଅଫିସର ବିନୟ । ନୂଆ ନିଯୁକ୍ତି ସହ ବର୍ତ୍ତମାନର ବୈଦେଶିକ ସଚିବ ହର୍ଷ ଶ୍ରିଙ୍ଗଲାଙ୍କୁ…