Latest Odisha News

BREAKING NEWS

ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ପୋଷ୍ଟ କରି ଗିରଫ ହେଲେ ସରକାରୀ କର୍ମଚାରୀ

କେନ୍ଦ୍ରାପଡ଼ା: ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଅଞ୍ଚଳର ଜଣେ ବୃଦ୍ଧାଙ୍କ ଅଶ୍ଳୀଳ ଫଟୋ ଫେସବୁକରେ ଛାଡ଼ିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ଗିରଫ କରିଛି କେନ୍ଦ୍ରାପଡ଼ା ସାଇବର ଥାନା ପୋଲିସ । ଅଭିଯୁକ୍ତ ହେଲେ ଯଅଁରାବାରିମୂଳ ଗ୍ରାମର ମାନସ କୁମାର ବଳ । ଗିରଫ ବ୍ୟକ୍ତି ଜଣକ ଭେଟେନାରୀ…

ଦୀର୍ଘ ୧୭ବର୍ଷ ପରେ ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ

ଭୁବନେଶ୍ୱର: ପର୍ଯ୍ୟଟନ ଭବନରୁ ଅଲଗା ହେବ ଭାରତୀୟ ପର୍ଯ୍ୟଟନ କାର୍ଯ୍ୟାଳୟ । ଦୀର୍ଘ ୧୭ବର୍ଷ ପରେ ଏହା ଅଲଗା ହେବାକୁ ଯାଉଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ଅଚାନକ କାର୍ଯ୍ୟାଳୟ ଖାଲି କରିବାକୁ ଭାରତୀୟ ପର୍ଯ୍ୟଟନ ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ନୋଟିସ କରିଛନ୍ତି । ଜୁନ୍‌ ଶେଷ ସୁଦ୍ଧା…

ମାଉଣ୍ଟ ଏଭରେଷ୍ଟର ପୁରୁଣା ନାମ କ’ଣ, କେତେ ଉଚ୍ଚତାରେ ରହିଛି ଡେଥ୍ ଜୋନ୍?

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ପର୍ବତ ଭାବରେ ଜଣାଶୁଣା ମାଉଣ୍ଟ ଏଭରେଷ୍ଟକୁ ଦୁଃସାହସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହାର ଉଚ୍ଚତା, ପ୍ରାୟ ୮,୮୪୮.୮୬ ମିଟର, ଯାହା ବିଶ୍ୱର ସର୍ବୋଚ୍ଚ ଶିଖର ଅଟେ । ହିମାଳୟ ପର୍ବତମାଳାରେ ନେପାଳରୁ ତିବ୍ଦତ…

ସରଣ୍ଡାରେ ପୁଣି ମାଓ ହିଂସା, ଯୁବକଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ

ବିଶ୍ରା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ସରଣ୍ଡା ଜଙ୍ଗଲରେ ପୁଣି ଥରେ ମାଓହିଂସା ଦେଖିବାକୁ ମିଳିଛି । ଗୋଇଲକେରାଠାରେ ମାଓବାଦୀମାନେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ମୃତକ ଜଣକ…

ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଚର୍ଚ୍ଚାରେ ସିନ୍ଧୁ

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ଖେଳାଳି ପିଭି ସିନ୍ଧୁ ଚଳିତ ଥୋମାସ ଓ ଉବେର କପରେ ଏକ ଡିଭାଇସ ପିନ୍ଧି ଚର୍ଚ୍ଚାରେ ରହିଛନ୍ତି । ଡେନମାର୍କର ହୋସେସରେ ଏହି ବ୍ୟାଡମିଂଟନ ଟୁର୍ଣ୍ଣାମେଂଟ ଖେଳାଯାଉଛି । ମ୍ୟାଚ ଅବସରରେ ସିନ୍ଧୁ ଦୀପେନ୍ଦ୍ର ଗୋୟଲଙ୍କ ଟେମ୍ପୁଲ ଡିଭାଇସ ପିନ୍ଧି ଦୃଷ୍ଟି ଆକର୍ଷଣ…

ସୁଧୀର ପାତ୍ର ହତ୍ୟା ଘଟଣାର କ୍ରାଇମସିନ୍‌ ରିକ୍ରିଏସନ

ଭୁବନେଶ୍ୱର: ସୁଧୀର ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ କ୍ରାଇମସିନ୍ ରିକ୍ରିଏସନ କରିଛି ପୋଲିସ। ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ପୋଲିସ କାଳୁ ପ୍ରଧାନକୁ ଭାବିନାରାୟଣପୁର ସ୍ଥିତ ଏକ ଭଲିବଲ ପଡ଼ିଆକୁ ନେଇ କ୍ରାଇମସିନ୍ ରିକ୍ରିଏସନ କରୁଛି। ଯେଉଁଠାରେ ସୁଧୀର ଭଲିବଲ…

ଭୁଲ୍ ଇଞ୍ଜେକସନ୍ ନେଇଗଲା କି ପୁଅର ଜୀବନ ?

ଭଦ୍ରକ: ଭୁଲ୍ ଇଞ୍ଜେକସନରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ । ବାସଦେବପୁର ଡାକ୍ତରଖାନାରେ ଜଣଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକ ହସ୍ପିଟାଲରେ ଭଙ୍ଗାରୁଜା କରିଥିବା ସୂଚନା ରହିଛି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଇଞ୍ଜେକସନ ନେବା ପରେ ବାସୁଦେବପୁର…

ଲାଞ୍ଚ ଟଙ୍କା ଖାଇଗଲା ମୂଷା, ଆଶ୍ଚର୍ଯ୍ୟ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଲାଞ୍ଚ ନୋଟଗୁଡ଼ିକୁ ଖାଇଗଲା ମୂଷା। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି କରିଥିଲେ ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା। କାରଣ ବିହାରରେ ଜଣେ ମହିଳା ଅଧିକାରୀଙ୍କ ବିରୁଦ୍ଧରେ ଚାଲିଥିବା ଲାଞ୍ଚ ମାମଲାର ଶୁଣାଣି ସମୟରେ ଏଭଳି ଯୁକ୍ତି ଦିଆଯାଇଥିଲା। ସୂଚନା ଅନୁଯାୟୀ ବିହାରର…

ହରଭଜନ ସିଂଙ୍କ ସୁରକ୍ଷା ହଟାଇଲେ ପଞ୍ଜାବ ସରକାର…ଏବେ ରହିବେ ସିଆରପିଏଫ ସୁରକ୍ଷାରେ

ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି (ଆପ୍) ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ପୂର୍ବତନ କ୍ରିକେଟର ତଥା ରାଜ୍ୟ ସଭା ସାଂସଦ ହରଭଜନ ସିଂ । ଏହାପରେ ହରଭଜନଙ୍କ ସୁରକ୍ଷା ବ୍ୟବସ୍ଥାକୁ ପଞ୍ଜାବ ସରକାର ପ୍ରତ୍ୟାହାର କରି ନେଇଛନ୍ତି । ରବିବାର ହରଭଜନଙ୍କ ବାସଭବନରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ…

ଦିଲ୍ଲୀ ବିମାନବନ୍ଦରରେ ସ୍ୱିସ୍ ଏୟାର ବିମାନ ଇଞ୍ଜିନରେ ଲାଗିଲା ନିଆଁ, ୬ ଯାତ୍ରୀ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱିସ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିବା ପୂର୍ବରୁ ଏହାର ଇଞ୍ଜିନରେ ନିଆଁ ଲାଗିଯିବା ଫଳରେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଏଥିରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି, ଯେଉଁମାନଙ୍କୁ ଚିକିତ୍ସା ପାଇଁ…